Latest Odisha News
Browsing Tag

vaccine

କୋଭିଶିଲ୍ଡର ଦୁଇଟି ଡୋଜ ଟିକା ନେବା ପରେ ବି ତିଆରି ହେଉନି ଆଣ୍ଟିବଡି!

ନୂଆଦିଲ୍ଲୀ: ନୂତନ ଅଧ୍ୟୟନ ଅନୁଯାୟୀ କୋଭିଶିଲ୍ଡର ଦୁଇଟି ଡୋଜ ଟିକା ନେବା ପରେ ବି ତିଆରି ହେଉନି ଆଣ୍ଟିବଡି। ୧୬.୧ ପ୍ରତିଶତ ନମୁନାରେ କରାଯାଇଥିବା ପରୀକ୍ଷଣରୁ ଜଣାପଡ଼ିଛି ଯେ ଡେଲଟା ଭାରିଆଣ୍ଟ ବିରୁଦ୍ଧରେ କୋଭିଶିଲ୍ଡର ଦୁଇଟି ଡୋଜ ଟିକା ନେବା ପରେ ବି ସୃଷ୍ଟି ହେଉନି ଆଣ୍ଟିବଡି।…

ଜୁଲାଇ ସୁଦ୍ଧା ଭାରତ ପହଞ୍ଚିପାରେ ଏହି ବିଦେଶୀ ଟିକା

ନୂଆଦିଲ୍ଲୀ: ଆସନ୍ତା ମାସରେ ଆଉ ଏକ ବିଦେଶୀ ଟିକା ଭାରତ ଆସିପାରେ। ଜନସନ ଆଣ୍ଡ ଜନସନ ଟିକା ଜୁଲାଇ ମାସ ସୁଦ୍ଧା ଭାରତରେ ପହଞ୍ଚିପାରେ। ଏହାର ଗୋଟିଏ ଡୋଜ ଟିକା ଭାରତରେ ୨୫ ଡଲାର ରହିବ ବୋଲି ସୂଚନା ମିଳିଛି। ଜନସନ ଆଣ୍ଡ ଜନସନ ଦ୍ବାରା ବିକଶିତ ହୋଇଥିବା କରୋନା ଟିକା ଚଳିତ ବର୍ଷ ଜୁଲାଇ…

ପିଲାମାନଙ୍କୁ କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷା ଦେଇପାରେ ମିଳିମିଳା ଟିକା

ନୂଆଦିଲ୍ଲୀ: କରୋନାର ଦ୍ବତୀୟ ତରଙ୍ଗ ହ୍ରାସ ନହେଉଣୁ ତୃତୀୟ ତରଙ୍ଗ ଚିନ୍ତା ବଢାଇଲାଣି। ଏହାଠୁ ଅଧିକ ଚିନ୍ତାର କାରଣ ପାଲଟିଛି ଶିଶୁମାନେ। କାରଣ ସୂଚନା ଅନୁଯାୟୀ କରୋନା ତୃତୀୟ ଲହର ଅଧିକ ଶିଶୁମାନଙ୍କୁ ପ୍ରଭାବିତ କରିପାରେ। ତେବେ ଏହା ଭିତରେ ଏକ ଆଶ୍ବସ୍ତିକର କବର ମିଳିଛି। ଏକ…

ଡେଲ୍‌ଟା ଭାରିଆଣ୍ଟ୍ ପାଇଁ ଫାଇଜର ଏବଂ ଆଷ୍ଟ୍ରାଜେନେକା ଟିକା ଅତ୍ୟନ୍ତ ପ୍ରଭାବଶାଳୀ

ନୂଆଦିଲ୍ଲୀ: ଭାରତରେ ଦେଖାଦେଇଥିବା ମାରାତ୍ମକ ଡେଲ୍‌ଟା ଭାରିଆଣ୍ଟ୍‌କୁ ନେଇ ଏବେ ସମଗ୍ର ଦେଶ ଚିନ୍ତାରେ। କିନ୍ତୁ ଏହା ଭିତରେ ଏକ ଆଶ୍ବସ୍ତିକର ଖବର ସାମ୍‌ନାକୁ ଆସିଛି। ଡେଲ୍‌ଟା ଭାରିଆଣ୍ଟ୍‌ ବିରୋଧରେ ବିଦେଶୀ ଟିକା ଫାଇଜର ଏବଂ ଆଷ୍ଟ୍ରାଜେନେକାର ଦୁଇଟି ଡୋଜ ଅତ୍ୟନ୍ତ ପ୍ରଭାବଶାଳୀ…

କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ପାଇଁ ଟିକାର ଗୋଟିଏ ଡୋଜ ଯଥେଷ୍ଟ!

ନୂଆଦିଲ୍ଲୀ: ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ କରୋନାରୁ ଆରୋଗ୍ୟ ଲାଗ କରିଥିବା ରୋଗୀଙ୍କ ଲାଗି ଗୋଟିଏ ଡୋଜ ଟିକା ଯଥେଷ୍ଟ। ହାଇଦ୍ରାବାଦର ଏଆଇଜି ହସ୍ପିଟାଲ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି। ହସ୍ପିଟାଲ ପକ୍ଷରୁ ହୋଇଥିବା ଏକ ଅଧ୍ୟୟନରେ କୁହାଯାଇଛି ଯେ କୋଭିଡରୁ ସୁସ୍ଥ ହୋଇଥିବା…

ଜୁଲାଇରେ ଭାରତ ଆସିପାରେ ଏହି ୨ ବିଦେଶୀ ଟିକା

ନୂଆଦିଲ୍ଲୀ: ଆସନ୍ତା ଜୁଲାଇରେ ଭାରତ ଆସିପାରେ ଫାଇଜର ଏବଂ ମଡର୍ନା ଟିକା। ଆମେରିକାର ଟିକା ନିର୍ମାତା କମ୍ପାନୀ ଫାଇଜର ଏବଂ ମଡର୍ନା ଏ ନେଇ କେନ୍ଦ୍ର ସହ ଆଲୋଚନା କରୁଛନ୍ତି। ଭାରତରେ ବିଦେଶୀ ଟିକା ପ୍ରବେଶକୁ ନେଇ ଟିକା ନିର୍ମାତା ଏବଂ କେନ୍ଦ୍ର ମଧ୍ୟରେ ବିଚାର ଚାଲିଛି ବୋଲି କହିଛନ୍ତି…

ଟିକା ନେବାକୁ ମନା କରିବାରୁ ଅନ୍ଧାରରେ ରହିଲେ ଗ୍ରାମବାସୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କନ୍ନୁଜର ସୌରିଖ ଅଞ୍ଚଳର ଏକ ଗାଁର ବାସିନ୍ଦା ଅଭିଯୋଗ କରିଛନ୍ତି ଯେ ସେମାନେ କରୋନା ଟିକା ନେବାକୁ ମନା କରିବା ପରେ ସେମାନଙ୍କ ଘରର ବିଦ୍ୟୁତ ସଂଯୋଗ ବନ୍ଦ ହୋଇଯାଇଛି। ଗାଁର ଜଣେ ବାସିନ୍ଦା କହିଛନ୍ତି ଯେ, "କରୋନା ବିରୋଧରେ ଲୋକଙ୍କୁ ଟିକାକରଣ କରିବା ପାଇଁ…

ଟିକା ନିର୍ମାତା କମ୍ପାନୀ ଫାଇଜର ଏବଂ ମଡର୍ନାକୁ କ୍ଷତିପୂରଣ ଦେଇପାରେ କେନ୍ଦ୍ର

ନୂଆଦିଲ୍ଲୀ: କରୋନାଭାଇରସ୍ ବିରୋଧରେ ଲଢେଇକୁ ମଜବୁତ କରିବା ପାଇଁ କେନ୍ଦ୍ର ଫାଇଜର ଏବଂ ମଡର୍ନା ପରି ଅଗ୍ରଣୀ କରୋନା ଟିକା ଉତ୍ପାଦନକାରୀଙ୍କୁ କ୍ଷତିପୂରଣ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ସରକାରୀ ସୂତ୍ର ଅନୁଯାୟୀ ଅନ୍ୟ ଦେଶମାନଙ୍କ ପରି ଭାରତ ସରକାର ମଧ୍ୟ ଜରୁରୀକାଳୀନ ବ୍ୟବହାର…

ଭାରତରେ ଦେଖାଦେଇଥିବା ମାରାତ୍ମକ କରୋନା ଷ୍ଟ୍ରେନ୍‌ ବିରୁଦ୍ଧରେ ପ୍ରଭାବଶାଳୀ ହେଉଛି ଫାଇଜର୍‌ ଏବଂ ମଡର୍ଣ୍ଣା ଟିକା!

ନୂଆଦିଲ୍ଲୀ: ଫାଇଜର୍‌ ଏବଂ ମଡର୍ଣ୍ଣା ଟିକା ଭାରତରେ ଦେଖାଦେଇଥିବା କରୋନା ଷ୍ଟ୍ରେନ୍‌ B.1.617 ଏବଂ B.1.618 ପାଇଁ ପ୍ରଭାବାାଳୀ ବୋଲି ଜଣାପଡ଼ିଛି। ଏହି ଟିକା ଭାରତରେ ଚିହ୍ନଟ ହୋଇଥିବା ମାରାତ୍ମକ ଷ୍ଟ୍ରେନ୍‌ରୁ ରକ୍ଷା କରିବାରେ ସକ୍ଷମ ବୋଲି ଆମେରିକାର ବୈଜ୍ଞାନିକମାନେ କରିଥିବା…

ଋଷ ଭ୍ୟାକ୍ସିନ୍ ସ୍ପୁଟନିକ୍ ଭିର ଡୋଜ୍ ପିଛା ଦେବାକୁ ପଡ଼ିବ ୯୯୫ ଟଙ୍କା

ନୂଆଦିଲ୍ଲୀ: କରୋନା ଟିକା ସ୍ପୁଟନିକ୍ ଭିର ଗୋଟିଏ ଡୋଜକୁ ଭାରତରେ ପ୍ରାୟ ୧ ହଜାର ଟଙ୍କା ଦେବାକୁ ପଡ଼ିବ । ଦେଶରେ ସ୍ପୁଟନିକ୍ ଭି ଆମଦାନୀ କରିଥିବା ଡ. ରେଡ୍ଡୀ ଲାବ୍ରୋରୋଟରୀ ପକ୍ଷରୁ ଏ ସୂଚନା ଦିଆଯାଇଛି । ଦେଶରେ ସ୍ପୁଟନିକ ଟିକାର ଗୋଟିଏ ଡୋଜ୍ ୯୯୫ ଟଙ୍କା ୪୦ ପଇସା ପଡ଼ିବ । ତେବେ, ଦେଶରେ…