Latest Odisha News

BREAKING NEWS

Browsing Tag

vehicle

ରିଲ୍ସ ପାଇଁ ଷ୍ଟଣ୍ଟ, ଟ୍ରାକରେ ଫସିଲା ଥାର୍; ଆଉ ତାପରେ…

ଜୟପୁର: ସୋସିଆଲ ମିଡିଆରେ ଫେମସ ହେବା ପାଇଁ ଆଜିକାଲିର ଯୁବପିଢି କିଛି ବି କରିବାକୁ ପ୍ରସ୍ତୁତ ଅଛନ୍ତି। ତେବେ ରାଜସ୍ଥାନ ଜୟପୁରର ହରମାଡା ଥାନା ଅଞ୍ଚଳରେ ଘଟିଯାଇଛି ଏଭଳି ଘଟଣା। ଯୁବକ ଜଣକ ରିଲ୍ସ ବନେଇବା ପାଇଁ ମଦ ନିଶାରେ ଥାର୍ ଗାଡି ନେଇ ରେଳ ଟ୍ରାକ୍ ଉପରକୁ ଚଢି ଯାଇଥିଲେ। ଟ୍ରାକରେ…

ଶ୍ରମିକ ବୋହୁଛି ସରକାରୀ ଗାଡ଼ି

ଜଗତସିଂହପୁର (ତାରାପଦ ମହାନ୍ତି): ନା ଅଛି ନିୟମ କାନୁନକୁ ଖାତିର୍ ନା ଭୟ । କାରଣ ୟେ ହେଉଛି ସରକାରୀ ଗାଡ଼ି । ଯେତେ ଜଣଙ୍କୁ ଇଚ୍ଛା, ଯେମିତି ଇଚ୍ଛା ବସାଇ ନେଇ ପାରିବ । ଜଗତସିଂହପୁର ଜିଲ୍ଲାରେ ଜଳସମ୍ପଦ ବିଭାଗର ଗାଡ଼ି ଶ୍ରମିକ ବୋହୁଥିବା ଦେଖିବାକୁ ମିଳିଛି । ଜଳସମ୍ପଦ ବିଭାଗର ସରକାରୀ…

ଓଭରଲୋଡିଂ କରୁଥିଲେ ସାବଧାନ, ଦିନକରେ ୯୨ ଜଣଙ୍କ କଟିଲା ଚାଲାଣ

କଟକ: ଓଭରଲୋଡ୍ କାରୀ ସାବଧାନ । ପରମିଟ୍ ଠାରୁ ଅଧିକ ଓଭରଲୋଡିଂ କରି ରାସ୍ତାରେ ଯାଉଥିଲେ ଚାଲାଣ କଟିବା ସହ ଡ୍ରାଇଭିଂ ଲାଇସେନ୍ସ ବି ଜବତ ହେବ । ଓଭରଲୋଡ୍ ଯାନ ବିରୋଧରେ ରାଜ୍ୟ ପରିବହନ ପ୍ରାଧିକରଣ ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ଡ୍ରାଇଭ୍ ଆରମ୍ଭ କରିଛନ୍ତି । ପ୍ରଥମ ଦିନରେ ମୋଟ ୯୨ଟି ଚାଲାଣ…

କେତେଦିନ ଚାଲିବ ଲାଲ୍ ସେନାର ଆତଙ୍କରାଜ ?

ମାଲକାନଗିରି: ରକ୍ତମୁଖା ଲାଲ୍ ସେନାର ଭିତ୍ତିହୀନ ଆନ୍ଦୋଳନ । ପ୍ରତିଦିନ ସରକାରୀ ସମ୍ପତ୍ତି ଧ୍ୱଂସ କରି ନିଜ ଲକ୍ଷ୍ୟହୀନ ଆନ୍ଦୋଳନର ଦ୍ୱାହି ଦେଉଛି । ପୁଣିଥରେ ଛତିଶଗଡ ବିଜାପୁର ଜିଲ୍ଲାରେ ମାଓବାଦୀ ହିଂସାକାଣ୍ଡ ଘଟାଇଛନ୍ତି । ସୂଚନା ଅନୁଯାୟୀ ଉନ୍ନୟନ ମୂଳକ କାମକୁ ବିରୋଧ କରି ବିଜାପୁର…

ଛତିଶଗଡରେ ଲାଲ୍ ସେନା ଆତଙ୍କ, ଜାଳିଦେଲେ ୧୧ଗାଡି

ମାଲକାନଗିରି: ଛତିଶଗଡରେ ଜାରି ରହିଛି ମାଓବାଦୀଙ୍କ ଔଦ୍ଧତ୍ୟ । ବିକାଶକୁ ଲଗାତାର ବିରୋଧ କରୁଛି ଲାଲ୍ ସେନା । ଆତ୍ମଗର୍ବରେ ବଶୀଭୂତ ହୋଇ ଜାଳିଦେଲେ ୧୧ଟି ଗାଡି । ମାଓବାଦୀଙ୍କ ଲଙ୍କାକାଣ୍ଡରେ ଟ୍ରାକ୍ଟର, ରୋଡ୍ ରୋଲର୍ ଓ ଟ୍ରକ୍ ଜଳିପୋଡି ଧ୍ୱଂସ ହୋଇଥିବା ସୂଚନା ମିଳିଛି । ସଦ୍ୟ ରିପୋର୍ଟ…

ଲକ୍‌-ଡାଉନରେ କୃଷି ଅଧିକାରୀଙ୍କ ଗାଡି ଅଟକାଇ ଉଠବସ୍ ହେଲେ ପୋଲିସ କର୍ମଚାରୀ !

ବିହାର: ଏଠି ନିୟମ ଭାଙ୍ଗିବା ବି ଭୁଲ, ନିୟମ ମାନିବାକୁ କହିବା ବି ଭୁଲ୍ । ବିହାର ଲକ୍‌-ଡାଉନରେ ବରିଷ୍ଠ କୃଷି ଅଧିକାରୀଙ୍କୁ ପାସ୍ ମାଗିବାରୁ ଜଣେ ପୋଲିସ କର୍ମଚାରୀ ଅପମାନିତ ତଥା ଦଣ୍ଡିତ ହୋଇଛନ୍ତି । ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଏହି ଭିଡିଓରେ କିଛି ଲୋକ ଓ ପୋଲିସଙ୍କ ଗହଣରେ…