Latest Odisha News

BREAKING NEWS

Browsing Tag

VHP

ଆଜି ଦେଶବ୍ୟାପୀ ପ୍ରଦର୍ଶନ କରିବ ବଜରଙ୍ଗ ଦଳ

- ଦେବଦତ୍ତ ରଥ ନୂଆଦିଲ୍ଲୀ: ମସଜିଦରୁ ବାହାରୁଥିବା ଜିହାଦୀ ମୌଳବାଦୀ ମାନେ ହିନ୍ଦୁମାନଙ୍କ ଘର ଜାଳି ଦେଉଛନ୍ତି, ଆକ୍ରମଣ କରୁଛନ୍ତି । ଏହି ହିଂସାତ୍ମକ ଘଟଣା ବିରୋଧରେ ବଜରଙ୍ଗ ଦଳ ଆଜି ଦେଶବ୍ୟାପୀ ଜିଲ୍ଲା ମୁଖ୍ୟାଳୟ ସାମ୍ନାରେ ଧାରଣା ଦେବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର…

କୁତୁବ ମୀନାର ପ୍ରକୃତରେ ବିଷ୍ଣୁ ସ୍ତମ୍ଭ ଥିଲା, କହିଲା ବିଶ୍ୱ ହିନ୍ଦୁ ପରିଷଦ

ଦିଲ୍ଲୀ: ପ୍ରକୃତରେ କୁତୁବ ମୀନାର ବିଷ୍ଣୁ ସ୍ତମ୍ଭ ଥିଲା । ୨୭ଟି ହିନ୍ଦୁ ଏବଂ ଜୈନ ମନ୍ଦିର ଭାଙ୍ଗି ବିଷ୍ଣୁ ସ୍ତମ୍ଭ ତିଆରି ହୋଇଛି । ସେହି ମନ୍ଦିର ଗୁଡ଼ିକ ଭାଙ୍ଗି ଏହି ସ୍ତମ୍ଭ ତିଆରି କରାଯାଇଛି । ଭାଙ୍ଗିବା ପରେ ଭଗ୍ନାଂଶ ପଥରରେ କୁତୁବ ମୀନାର ତିଆରି କରାଯାଇଛି । ଋବିବାର, ବିଶ୍ୱ…

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ବନ୍ଦ ହେଉ: ବିଶ୍ୱ ହିନ୍ଦୁ ପରିଷଦ

କେନ୍ଦୁଝର : ବାଂଲାଦେଶରେ ହିନ୍ଦୁ ମାନଙ୍କ ଉପରେ ଚାଲିଥିବା ଅତ୍ୟାଚର ବନ୍ଦ ହେଉ । କେନ୍ଦୁଝରରେ ଏପରି ୫ ଦଫା ଦାବି ନେଇ ଜିଲ୍ଲାପାଳଙ୍କ ମାଧ୍ୟମରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଛନ୍ତି ବିଶ୍ୱ ହିନ୍ଦୁ ପରିଷଦ । ବାଂଲାଦେଶରେ ହିନ୍ଦୁ ମାନଙ୍କ ଉପରେ ଚାଲିଥିବା…

ଭଗବାନ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାରେ ଥିବା ବାଧକ ହଟିଯିବା ଆବଶ୍ୟକ : ବିଶ୍ୱହିନ୍ଦୁ ପରିଷଦ

ନୂଆଦିଲ୍ଲୀ: ବିଶ୍ୱ ହିନ୍ଦୁ ପରିଷଦର ଜାତୀୟ ସାଧାରଣ ସମ୍ପାଦକ ମିଲିନ୍ଦ ପରାନ୍ଦେ କହିଛନ୍ତି ଯେ, ପୁରୀଧାମରେ ଅନୁଷ୍ଠିତ ହେଉଥିବା ଭଗବାନ ଶ୍ରୀ ଜଗନ୍ନାଥଙ୍କର ପାରମ୍ପରିକ ରଥଯାତ୍ରା, ଯାହା ଶତାବ୍ଦୀ ଶତାବ୍ଦୀ ଧରି ନିରବଚ୍ଛିନ୍ନ ଭାବରେ ଅନୁଷ୍ଠିତ ହେଉଥିଲା, ତାହା ଏ ବର୍ଷ ମଧ୍ୟ ପାରମ୍ପରିକ…