Latest Odisha News

BREAKING NEWS

Browsing Tag

vigilance raid

ମହଙ୍ଗା ପଡିଲା ଦୁର୍ନୀତି, ବନବିଭାଗ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର: ଦୁର୍ନୀତି ଅଭିଯୋଗରେ ବନ ବିଭାଗ ଅଧିକାରୀ ସୁଧାଂଶୁ ଶେଖର ମିଶ୍ରଙ୍କୁ ରାଜ୍ୟ ସରକାର ଗୁରୁବାର ଦିନ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ୨୦୧୬ ମସିହାରେ ଆଠଗଡରେ ଡିଭିଜନାଲ୍ ଫରେଷ୍ଟ ଅଫିସର (ଡିଏଫଓ) ଭାବେ ଶ୍ରୀ ମିଶ୍ର ନିଯୁକ୍ତ ହୋଇଥିଲେ । ଶ୍ରୀ ମିଶ୍ର ଓ ତାଙ୍କ ପରିବାର…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ କନିଷ୍ଠ ଯନ୍ତ୍ରୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସହରାପଡା ବ୍ଲକର କନିଷ୍ଠ ଯନ୍ତ୍ରୀ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଲାଞ୍ଚ ନେଇ ଧରାପଡିଥିବା ଏହି ବାବୁ ଜଣକ ହେଉଛନ୍ତି ବିଭୁତି ଭୂଷଣ ପ୍ରଧାନ । ପ୍ରାପ୍ତ ସୂଚନାନୁଯାୟୀ ଜଣେ ଠିକାଦାରଙ୍କ ଫାଇନାଲ ବିଲ୍ ପାସ୍ କରିବା ଲାଗି…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁରର ‘କୋଟିପତି’ ଡିଏଫଓ

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ଫସିଲେ ପୁଣି ଜଣେ ସରକାରୀ ବାବୁ । ବାବୁ ଜଣଙ୍କ ହେଉଛନ୍ତି ବ୍ରହ୍ମପୁରର ଡିଏଫଓ ଆଶିଷ କୁମାର ବେହେରା । ଘର ଓ ସମ୍ପତ୍ତି ଉପରେ ଚଢ଼ାଉ କରି ଲଗାଦର ଦୁଇ ଦିନ ଧରି ଛାନଭିନ କରିବା ପରେ ରବିବାର ଦିନ ଡିଏଫଓଙ୍କୁ ଆୟବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ…