Latest Odisha News

BREAKING NEWS

Browsing Tag

viral postmortem

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ପ୍ରଚାର ମୈଦାନରେ କାହିଁକି ଦୌଡିଲେ ସାୟୋନୀ ଘୋଷ ?

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ସାୟୋନୀ ଘୋଷଙ୍କ ଭାଇରାଲ୍ ଭିଡିଓ ଘୁରିବୁଲୁଛି । ଭିଡିଓ ଦେଖିଲେ ଘଟଣା ସତ ଲାଗୁଛି । ହେଲେ କ୍ୟାପ୍ସନ୍ ସହ ଘଟଣାର ସତ୍ୟତାକୁ ନେଇ ମନ ବୁଝୁନି । କାହିଁକି ନା ତୃଣମୂଳ କଂଗ୍ରେସର ଗଡ ବୋଲାଉଥିବା ରାଜ୍ୟରେ କେତେଦୂର ସମ୍ଭବ ସାୟୋନୀଙ୍କୁ ଅଶାଳୀନ ବ୍ୟବହାର ?

ଭାଇରାଲ୍ ପୋଷ୍ଟମୋର୍ଟମ୍‌: କଂଗ୍ରେସକୁ ଟଙ୍କା ଦେଇଥିଲେ କି ନୀରବ ମୋଦି ?

ଭୁବନେଶ୍ୱର: ପଳାତକ ହୀରା ବ୍ୟବସ।।ୟୀ ନୀରବ ମୋଦି ବିଷୟରେ ସମସ୍ତେ ଜାଣନ୍ତି । ହେଲେ କଂଗ୍ରେସକୁ ଅନୁଦାନ ସ୍ୱରୂପ ଟଙ୍କା ଦେବା ନେଇ ନୀରବ ମୋଦିର ନାଁ ଏବେ ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ ଦାବି ତ ଅନେକ ହୋଇଛି । ହେଲେ ସେହି ଦାବି କେତେ ସତ, ଆସନ୍ତୁ ତର୍ଜମା କରିବା ।

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ଅଜବ ପ୍ରଚାର ପାଇଁ ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଅଜବ ପ୍ରଚାର । ଭାଇରାଲ୍ ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ପୁରୁଣା ଫଟୋ । ଦାବି ହୋଇଛି ମୋଦି ୩୧ ବର୍ଷ ପୂର୍ବେ ପାକିସ୍ତାନରୁ ବିସ୍ଥାପିତ ହିନ୍ଦୁଙ୍କୁ ରାଜସ୍ଥାନରେ ଭେଟିଥିଲେ । ହେଲେ ଛାନ୍‌ଭିନ୍‌ରେ ସାମ୍ନାକୁ ଆସିଛି ଭିନ୍ନ ତଥ୍ୟ ।…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ପଶ୍ଚିମବଙ୍ଗ ନିର୍ବାଚନ ସହ ଯୋଡିଲା ଇଭିଏମ୍ ଜବତ ମାମଲା

ଭୁବନେଶ୍ୱର: ପଶ୍ଚିମବଙ୍ଗ ନିର୍ବାଚନ ତାତିକୁ ଆହୁରି ଉତ୍ତପ୍ତ କରିଛି ଇଭିଏମ୍ ଜବତ ମାମଲା । ଦାବି ହୋଇଛି ବିଜେପି ନେତାଙ୍କ ଘରେ ପୋଲିସ ଚଢାଉ କରିଥିଲା । ଚଢାଉରେ ଗୋଟିଏ କି ଦୁଇଟି ନୁହେଁ ୬୬ଟି ଇଭିଏମ୍ ଜବତ ହୋଇଥିଲା । ସୋସିଆଲ ମିଡିଆରେ ଏ ନେଇ ହଟଚମଟ ସୃଷ୍ଟି ହୋଇଥିଲାବେଳେ ଘଟଣା କିନ୍ତୁ…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ଲ୍ୟାବ୍ ଟେକ୍ନିସିଆନ୍‌ଙ୍କ କରୋନା ଖେଳ

ଭୁବନେଶ୍ୱର: ମୁମ୍ବାଇ ଓ ଉତ୍ତରପ୍ରଦେଶରେ ଦୁଇଦୁଇଟି ଲ୍ୟାବ୍ ଟେକ୍ନିସିଆନ କରୋନା ରିପୋର୍ଟକୁ ନେଇ ଖେଳ ଖେଳିଥିଲେ । ହେଲେ ସୋସିଆଲ ମିଡିଆରେ ଦୁଇଟି ଘଟଣାକୁ ନେଇ ଉଠିଥିଲା ଭିନ୍ନ ଗୁଜବ । ଶେଷରେ ବହୁ ଖୋଳତାଡ ପରେ ସାମ୍ନାକୁ ଆସିଥିଲା ଘଟଣା ପଛର ଅସଲ କାହାଣୀ ।

ଭାଇରାଲ୍ ପୋଷ୍ଟମୋର୍ଟମ: ଦରଘା ନିର୍ମାଣ, ୧୦୦ କୋଟି ଟଙ୍କା ଓ ରାଜସ୍ଥାନ ସରକାର

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଦରଘା ନିର୍ମାଣ ପାଇଁ ୧୦୦ କୋଟି ଟଙ୍କା ମଂଜୁର କରିଛନ୍ତି । ଅନ୍ୟପଟେ ରାମ ମନ୍ଦିର ନିର୍ମାଣ ପାଇଁ ଲୋକେ ଘରଦୁଆର ବୁଲିବୁଲି ଅର୍ଥ ଆଦାୟ କରୁଛନ୍ତି । ହେଲେ କେତେ ସତ ଗେହଲୋଟଙ୍କ ବିରୋଧରେ ଏଭଳି ଆରୋପ ? ସତ୍ୟତା ଜାଣିବା ପାଇଁ ଦେଖନ୍ତୁ ଭାଇରାଲ୍…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ମଦ୍ରାସାରେ ମାଡ ଘଟଣା, କେତେ ସତ ?

ଭୁବନେଶ୍ୱର: ଗାଜିଆବାଦ ମାମଲା ପରେ ଏବେ ମଦ୍ରାସାର ଏକ ଭିଡିଓ ଆଲୋଡନ ସୃଷ୍ଟି କରିଛି । ଉତ୍ତରପ୍ରଦେଶରେ ଏକ ମଦ୍ରାସାର ମୌଲବୀ ଜଣେ ଛାତ୍ରକୁ ଅମାନୁଷିକ ଭାବେ ମାଡ ମାରିଥିବା ସୋସିଆଲ୍ ମିଡିଆରେ ଲୋକେ ଦାବି କରିଛନ୍ତି । ହେଲେ ଏହି ଭିଡିଓ ପଛର ସତ୍ୟତା କିଛି ଭିନ୍ନ ରହିଛି ।

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ନୀତା ଅମ୍ବାନୀ ଓ ବନାରସ୍ ହିନ୍ଦୁ ୟୁନିଭର୍ସିଟି ମାମଲା

ଭୁବନେଶ୍ୱର: ନୀତା ଅମ୍ବାନୀଙ୍କୁ ମିଳିଥିଲା ବନାରସ୍ ହିନ୍ଦୁ ୟୁନିଭର୍ସିଟିରୁ ଡାକରା । ସାଜିଥାନ୍ତେ ଭିଜିଟିଂ ପ୍ରଫେସର୍ । କିଛି ଏପରି ଦାବି କରିଥିଲେ ଏକାଧିକ ଖବର ପ୍ରକାଶନ ସଂସ୍ଥା । ହେଲେ ଶେଷରେ ସାମ୍ନାକୁ ଆସିଛି ସମ୍ପୂର୍ଣ୍ଣ ଭିନ୍ନ କଥା । ଅନ୍ୟପଟେ ସତମିଛକୁ ତର୍ଜମା ନକରି…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ଶ୍ରେୟ ନେଲେ ସାକିବ୍

ଭୁବନେଶ୍ୱର: ବିନା କାରଣରେ ଶ୍ରେୟ ନେଲେ ବଙ୍ଗଳାଦେଶୀ କ୍ରିକେଟର ସାକିବ୍‌-ଅଲ୍‌-ହାସନ୍ । ବାସନ୍ଦାଦେଶରୁ ଫେରିବା ପରେ ନିକଟରେ ଏହି ଖେଳାଳି ପୁଣିଥରେ ଆନ୍ତର୍ଜାତୀୟ କ୍ରିକେଟରେ ସାମିଲ ହୋଇଛନ୍ତି । ହେଲେ ସେ କ୍ରିକେଟକୁ ଫେରିବା ଛଡା ଏକ ମସଜିଦ ନିର୍ମାଣ କରିବା ନେଇ ଚର୍ଚ୍ଚାରେ ରହିଛନ୍ତି ।…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ବୌଦ୍ଧ ଧର୍ମ ଗ୍ରହଣ କଲେ କି ଧୋନୀ ?

ଭୁବନେଶ୍ୱର: ଚର୍ଚ୍ଚାରେ ଧୋନୀ । ଚର୍ଚ୍ଚାରେ ଧୋନୀଙ୍କ ବୌଦ୍ଧ ଭିକ୍ଷୁକ ଅବତାର । ଆଇପିଏଲ୍ ପୂର୍ବରୁ ଧୋନୀ ଙ୍କ ଏହି ଫଟୋ ସୋସିଆଲ୍ ମିଡିଆରେ ଚହଳ ଖେଳାଇଛି । ହେଲେ ଏହି ଫଟୋ ପଛର ଅସଲ କାହାଣୀ କ’ଣ ? କାହିଁକି ଧୋନୀ ନେଇଛନ୍ତି ଏପରି ବିଚିତ୍ର ଅବତାର ? ସତରେ କ’ଣ ସେ ବୌଦ୍ଧ ଧର୍ମ ଗ୍ରହଣ…