ୱାଶିଂମେସିନରେ ପଡିଗଲା ଦେଢ ବର୍ଷର ଶିଶୁ, ସର୍ପ ପାଣିରେ ୧୫ ମିନିଟ ବୁଡି ରହିବା ପରେ ବାହାରିଲା
ନୂଆଦିଲ୍ଲୀ: ପରିବାର ଲୋକଙ୍କ ଅନ୍ୟମନସ୍କତା ହେଉ ବା ଦାୟିତ୍ୱହୀନତା, ୱାଶିଂମେସିନରେ ପଡି ଯାଇଥିଲା ଦେଢବର୍ଷର ଶିଶୁ । ୧୫ ମିନିଟ ପରେ ପରିବାର ଲୋକ ଜାଣିବାକୁ ପାଇଲେ ପୁଅ ୱାଶଂମେସିନ ଭିତାରେ ବୋଲି । ମେସିନ ବନ୍ଦ କରି କୁନି ପୁଅକୁ ଉଦ୍ଧାର କରିଥଲେ । ହେଲେ ସେତେବେଳେକୁ କୁନି ପୁଅଟି…