Latest Odisha News
Browsing Tag

waterfall

ଏଥର ସମ୍ବଲପୁର ଆସିଲେ ଗୁଦଗୁଦା ଜଳପ୍ରପାତ ଯିବାକୁ ଭୁଲନ୍ତୁ ନାହିଁ !

ଭୁବନେଶ୍ବର:ପ୍ରାକୃତିକ ସୌନ୍ଦଯ୍ୟରେ ଭରପୂର ସ୍ଥାନ ଗୁଦଗୁଦା । ଏହା ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜଙ୍ଗଲ ଭିତରେ ରହିଛି ଏହି ଜଳପ୍ରପାତ । ପଡୋଶୀ ଦେବଗଡ, ଝାରସୁଗୁଡା ,ତଥା ରାଉରକେଲା ରୁ ଅଧିକ ସଂଖ୍ୟକ ଲୋକ ଏଠାକୁ ବୁଲିବାକୁ ଆସିଥାନ୍ତି । ନିଜର ବ୍ୟସ୍ତ ବହୁଳ ଜୀବନରୁ ସାମୟିକ…

କଶ୍ମୀରରେ ତାପମାତ୍ରା -୫.୯ ଡିଗ୍ରୀ, ଜମିଗଲା ଜଳପ୍ରପାତ

ଶ୍ରୀନଗର : ଆଜିକାଲି ଜାମ୍ମୁ କଶ୍ମୀରରେ ଅତ୍ୟଧିକ ଥଣ୍ଡା ହେଉଛି। ଉପତ୍ୟକାର ଅନେକ ଅଞ୍ଚଳରେ ତାପମାତ୍ରା ଶୂନରୁ କମରେ ପହଞ୍ଚିଛି | ଜାମ୍ମୁ କଶ୍ମୀରର ରାଜଧାନୀ ଶ୍ରୀନଗରରେ ସର୍ବନିମ୍ନ ତାପମାତ୍ରା -୫.୯ ଡିଗ୍ରୀ ହୋଇଗଲାଣି । ଯାହାକି ଏହି ସିଜନର ସବୁଠାରୁ ଶୀତ ରାତି ଥିଲା | ଉତ୍ତର କଶ୍ମୀରର…

ଏନ୍ଆଇଟି ରାଉରକେଲାର ନିଖୋଜ କର୍ମଚାରୀଙ୍କ ମୃତଦେହ ଝରଣା ନିକଟରୁ ଠାବ

ରାଉରକେଲା: ନିଖୋଜର ୨ ଦିନ ପରେ ଏନଆଇଟି ରାଉରକେଲାର କର୍ମଚାରୀଙ୍କ ମୃତଦେହ ମିଳିଛି । ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଅଞ୍ଚଳର ଝରଣା ନିକଟରୁ ମୃତଦେହ ମଙ୍ଗଳବାର ମୃତଦେହ ଉଦ୍ଧାର କରାଯାଇଛି । ଝରଣାରେ ଖସି ପଡ଼ିବା ପରେ ୨ ଦିନ ହେଲା ନିଖୋଜ ଥିଲେ କର୍ମଚାରୀ ଜଣଙ୍କ । ଓଡ୍ରାଫ୍, ଅଗ୍ନିଶମ…

ଶୁଣିଲାନି ପ୍ରଶାସନ, ପାହାଡ଼ ଛାତି ଚିରି ଗାଁକୁ ଝରଣା ପାଣି ଆଣିଲେ ଗ୍ରାମବାସୀ

ନବରଙ୍ଗପୁର: ପାହାଡ଼ ତଳେ ଗାଁ । ଚାଷ ପାଇଁ ଜଳସେଚନର ସୁବିଧା ନଥିଲା । ବାରମ୍ବାର ଜଳସେଚନ ବ୍ୟବସ୍ଥା କରିବାକୁ ଲୋକେ ପ୍ରଶାସନକୁ ଗୁହାରି କରିଥିଲେ ବି ଲାଭ ହୋଇ ନଥିଲା । ଶେଷରେ ୮ ଜଣ ଚାଷୀଙ୍କ ପରିକଳ୍ପନା ଓ ଗ୍ରାମବାସୀଙ୍କ ସହଯୋଗରେ କ୍ଷେତରେ ଝରଣା ପାଣି ମାଡ଼ୁଛି । ଶଷ୍ୟ ଶାମଳା ହୋଇ…

[ଭିଡିଓ] ମାଆ ପୁଅର ଜୀବନ ବଂଚାଇଲେ ବନ ବିଭାଗ କର୍ମଚାରୀ

ଓଡିଶା ସମ୍ବାଦ ବ୍ୟୁରୋ: ସୋସିଆଲ୍ ମିଡିଆରେ ଏମିତି ଅନେକ ଭିଡିଓ ଭାଇରାଲ୍ ହୁଏ, ଯାହା ଆପଣଙ୍କ ମନକୁ ଆନ୍ଦୋଳିତ କରିଥାଏ । ତେବେ ନିକଟରେ ତାମିଲନାଡୁର ଏକ ଭିଡିଓ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଯାହାକୁ ଦେଖବା ପରେ ଆପଣ ଚକିତ ହୋଇଯିବେ ନିଶ୍ଚୟ । ତାମିଲନାଡୁର ଅନାଇଭରୀ ଝରଣାର…