Latest Odisha News

BREAKING NEWS

Browsing Tag

Weekend Shutdown

ଯାଜପୁର ଜିଲ୍ଲାର ସମସ୍ତ ପଞ୍ଚାୟତରେ ସପ୍ତାହାନ୍ତ ସଟଡାଉନ୍

ଯାଜପୁର : ରାଜ୍ୟରେ ଦ୍ରୁତ ଗତିରେ ବ୍ୟାପୁଛି କରୋନା ସଂକ୍ରମଣ । ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବଢ଼ି ଚାଲିଥିବାରୁ କଟକଣା ଲଗାଇଲେଣି ପ୍ରଶାସନ । ସଂକ୍ରମଣକୁ ରୋକିବା ପାଇଁ ନାଇଟ୍ କର୍ଫ୍ୟୁ ଜାରି ରହିଥିବା ବେଳେ, ସପ୍ତାହାନ୍ତ ସଟଡାଉନ୍ କଟକଣା ଲଗାଇଛି ପ୍ରଶାସନ । ତେବେ ଏହି କ୍ରମରେ…

ରାଜ୍ୟର ସବୁ ସହରାଞ୍ଚଳ ସପ୍ତାହାନ୍ତ ସଟଡାଉନ୍, ଜରୁରୀ କାମ ନଥାଇ ବାହାରିଲେ ଧରୁଛି ପୋଲିସ

ଭୁବନେଶ୍ୱର: କରୋନା ଚେନ୍ ଭାଙ୍ଗିବା ପାଇଁ ଆଜିଠୁ ରାଜ୍ୟର ସବୁ ସହରାଞ୍ଚଳ ସଟଡାଉନ୍ । ଆଜି ଓ ଆସନ୍ତାକାଲି ଦୁଇ ଦିନ ଦୋକାନବଜାର, ଗାଡ଼ିମୋଟର ଚଳାଚଳ ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ । ସୋମବାର ସକାଳ ୫ଟା ଯାଏ ସଟଡାଉନ କଟକଣା ବଳବତ୍ତର ରହିବ । ଏହି ସମୟରେ ଜାରି ରହିବ କେବଳ ଅତ୍ୟାବଶ୍ୟକ…

ଭୁବନେଶ୍ୱରର ୪୩ଟି ସ୍ଥାନରେ ଓ କଟକର ୨୫ଟି ସ୍ଥାନରେ ପୋଲିସର ନାକାବନ୍ଦୀ

ଭୁବନେଶ୍ୱର: ଟ୍ୱିନ୍ ସିଟିରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗିଛି । ଶନିବାର ସକାଳୁ ସପ୍ତାହନ୍ତ ସଟଡାଉନ୍ ଆରମ୍ଭ ହୋଇ ସୋମବାର ସକାଳ ଯାଏ ବଳବତ୍ତର ରହିବ । ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଟ୍ୱିନସିଟିରେ ବଢ଼ୁଥିବା କୋଭିଡ୍ ସଂକ୍ରମଣକୁ ଦେଖି…

ସଟଡାଉନ୍ ପାଇଁ ଶନିବାର ଓ ରବିବାର ରାଜ୍ୟବ୍ୟାପୀ ବନ୍ଦ ରହିବ ଟିକାକରଣ

ଭୁବନେଶ୍ୱର: ରାଜ୍ୟରେ ପ୍ରତି ସପ୍ତାହରେ ୨ ଦିନ ବନ୍ଦ ରହିବ କରୋନା ଟିକାକରଣ । ସପ୍ତାହନ୍ତ ସଟଡାଉନ୍ ଓ ଭ୍ୟାକ୍ସିନ୍ ଅଭାବ ପାଇଁ ରାଜ୍ୟରେ ପ୍ରତି ଶନିବାର ଓ ରବିବାର କୋଭିଡ୍ ଟିକାକରଣ ହେବ ନାହିଁ । ଏନେଇ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସମସ୍ତ…