ପଞ୍ଚମ ଟି-20ରେ 88 ରନରେ ଜିତିଲା ଭାରତ
ପଞ୍ଚମ ଟି-20ରେ 88 ରନରେ ଜିତିଲା ଭାରତ । ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ୫ମ ଟ୍ବେଣ୍ଟି ରେ ଟସ ଜିତି 20 ଓଭରରେ 7 ଉଇକେଟ ହରାଇ 188 ରନ କରିଛି ଭାରତୀୟ ଟିମ । ଆଜି ରୋହିତ ଶର୍ମା ବିଶ୍ରାମ ନେଇଥିବା ବେଳେ ଓପନର ଭାବେ ଶ୍ରେୟସ ଆୟର ଏବଂ ଇଶାନ କିଶନ ବ୍ୟାଟିଂ ଆରମ୍ଭ କରିଥିଲେ ।…