ପାପ ପଇସାରେ ଏଭଳି ରାଜକୀୟ ଠାଣିରେ ଚଳୁଥିଲେ ଅର୍ଚ୍ଚନା
ଭୁବନେଶ୍ୱର: ଦାମୀ ଗାଡ଼ି ସାଙ୍ଗକୁ ରାଜ ଉଆସ ଭଳି ଘର । ଘରେ ପୋଷା ହୋଇଛନ୍ତି ଭଳିକି ଭଳି ଦାମୀ କୁକୁର ସହ ଗୋଟିଏ ଘୋଡ଼଼ା । ଦେଖିବାକୁ ସମ୍ଭ୍ରାନ୍ତ ଓ ଭଦ୍ର । ହେଲେ ଭଦ୍ର ମୁଖା ତଳେ ଛପି ରହିଥିଲା ସୈତାନ୍ । ମହିଳା ଜଣଙ୍କ ଅନେକ ନାମୀ ଦାମୀ ଲୋକଙ୍କୁ ନିଜ ଜାଲରେ ଫସାଇବା ପରେ କରୁଥିଲେ…