Latest Odisha News
Browsing Tag

Woman Arrested

ପାପ ପଇସାରେ ଏଭଳି ରାଜକୀୟ ଠାଣିରେ ଚଳୁଥିଲେ ଅର୍ଚ୍ଚନା

ଭୁବନେଶ୍ୱର: ଦାମୀ ଗାଡ଼ି ସାଙ୍ଗକୁ ରାଜ ଉଆସ ଭଳି ଘର । ଘରେ ପୋଷା ହୋଇଛନ୍ତି ଭଳିକି ଭଳି ଦାମୀ କୁକୁର ସହ ଗୋଟିଏ ଘୋଡ଼଼ା । ଦେଖିବାକୁ ସମ୍ଭ୍ରାନ୍ତ ଓ ଭଦ୍ର । ହେଲେ ଭଦ୍ର ମୁଖା ତଳେ ଛପି ରହିଥିଲା ସୈତାନ୍ । ମହିଳା ଜଣଙ୍କ ଅନେକ ନାମୀ ଦାମୀ ଲୋକଙ୍କୁ ନିଜ ଜାଲରେ ଫସାଇବା ପରେ କରୁଥିଲେ…

ରାଜଧାନୀରୁ ପିଲା ଚୋରି, ମୟୂରଭଞ୍ଜରୁ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର: ଧରା ପଡ଼ିଲା ପିଲା ଚୋରଣୀ । ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରୁ ମୟୂରଭଞ୍ଜ ରାଇରଙ୍ଗପୁରର ୫୦ ବର୍ଷୀୟ ମହିଳା ୩ ବର୍ଷର ପୁଅକୁ ଚୋରାଇ ନେଇ ଯାଇଥିଲେ । ଏହି ମାମଲାର ତଦନ୍ତ କରି ପିଲାକୁ ଉଦ୍ଧାର କରିବା ସହ ମହିଳା ପଦ୍ମାବତୀ ନାଗଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ସୂଚନା…

ଫେକବୁକ୍ ସୁନ୍ଦରୀଙ୍କୁ ଗିରଫ, ଫେକ୍ ଆକାଉଣ୍ଟ ଖୋଲି ଯୁବକଙ୍କୁ ଲୁଟୁଥିଲେ

ଭୁବନେଶ୍ୱର: ଫେସବୁକରେ ଫେକ୍ ଆକାଉଣ୍ଟ କରି ଯୁବକଙ୍କୁ ଚୂନା ଲଗାଉଥିଲେ ମହିଳା । ଏକାଧିକ ଯୁବକଙ୍କୁ ଲୁଟୁଥିଲେ । ଏବେ ଧରାପଡ଼ିଗଲା କାରସାଦି । ଭୁବନେଶ୍ୱର ସହିଦନଗର ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ଫେସବୁକର ଫେକ୍ ଆଞ୍ଜେଲ ପ୍ରିୟା । ଏଭଳି ଜଣେ ମହିଳାଙ୍କୁ ଗିରଫ କରିଛି ପୋଲିସ ।…

ଦିଲ୍ଲୀରୁ ଚୋରି, ଭୁବନେଶ୍ୱରରୁ ମହିଳା ଗିରଫ

ଭୁବନେଶ୍ୱର: ଦିଲ୍ଲୀରୁ ଚୋରି । ଭୁବନେଶ୍ୱରରୁ ଗିରଫ । ଦିଲ୍ଲୀରୁ କୋଟିଏ ଟଙ୍କାର ସୁନା ଗହଣା ଚୋରି କରି ଖସି ଆସିଥିବା ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ଭୁବନେଶ୍ୱର ସାଳିଆ ସାହିରୁ ତାଙ୍କୁ ଗିରଫ କରିଛି ପୋଲିସ । କମିଶନରେଟ ପୋଲିସ ସହାୟତରେ ମହିଳାଙ୍କୁ ବାନ୍ଧିଛି ଦିଲ୍ଲୀ ପୋଲିସ । ଜବତ…