Latest Odisha News
Browsing Tag

World Environment Day

ବିଶ୍ୱ ପରିବେଶ ଦିବସ ୨୦୨୩ ଜେଏସପି ବଡ଼ବିଲ, ଟେନସା ଏବଂ କାସିଆ ୟୁନିଟରେ ପାଳିତ

ଯୋଡ଼ା/ବଡ଼ବିଲ: ବିଶ୍ୱ ପରିବେଶ ଦିବସ ୨୦୨୩, ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ବଡ଼ବିଲ ପେଲେଟ ପ୍ଲାଣ୍ଟ, ଟେନସା ଏବଂ କାସିଆ ମାଇନ୍ସରେ ମହା ସମାରୋହରେ ପାଳିତ ହୋଇଯାଇଛି | ଚଳିତ ବର୍ଷ ବିଶ୍ୱ ପରିବେଶ ଦିବସ “ପ୍ଲାଷ୍ଟିକ୍ ପ୍ରଦୂଷଣ ରୋକିବା” ବିଷୟବସ୍ତୁ ଉପରେ ପାଳନ କରାଯାଉଛି, - ଏହା ସ୍ମରଣ…

ବିଶ୍ୱ ପରିବେଶ ଦିବସ: ସାବଧାନ ! ଲୁଣ ସାହାଯ୍ୟରେ ଆମ ଶରୀରରେ ପହଞ୍ଚୁଛି ମାଇକ୍ରୋପ୍ଲାଷ୍ଟିକ୍

ନୂଆଦିଲ୍ଲୀ: ଆଜି ବିଶ୍ୱ ପରିବେଶ ଦିବସ। ପ୍ରତିବର୍ଷ ଜୁନ ମାସ ୫ ତାରିଖରେ ଏହି ଦିବସ ପାଳନ ହୁଏ। ଏହି ଦିନ ପାଳନ କରିବାର ମୁଖ୍ୟ କାରଣ ହେଉଛି ଲୋକଙ୍କୁ ପରିବେଶ ବିଷୟରେ ଅବଗତ କରାଇବା। ପ୍ରତ୍ୟେକ ବ୍ୟକ୍ତିଙ୍କୁ ପରିବେଶ ବିଷୟରେ ସଚେତନ ହେବା ଆବଶ୍ୟକ। ପରିବେଶ ଦୂଷିତ ହେବାର ପ୍ରଥମ କାରଣ…

ମୋ କଲେଜ ଅଭିଯାନ ଓ ଏନ. ଏସ.ଏସ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ

କଟକ : ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟର ମୋ କଲେଜ ଅଭିଯାନ ଓ ଏନଏସଏସ ମିଳିତ ଉଦ୍ୟମରେ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ପ୍ରବନ୍ଧ ପ୍ରତିଯୋଗୀତାରେ ପ୍ରଥମ ପ୍ରତିଶ୍ରୁତି ନାୟକ, ଦ୍ୱିତୀୟ ଦୀପ୍ତିମୟୀ ପାଣି ଓ ତୃତୀୟ ସ୍ୱାତୀ ସଂଘମିତ୍ରା ଦାସଙ୍କୁ…

ମାଟି ବଞ୍ଚାଅ ଆନ୍ଦୋଳନ ସଫଳ ହେବ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବିଶ୍ବ ପରିବେଶ ଦିବସ ଅବସରରେ ଇଶା ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ମାଟି ବଞ୍ଚାଅ ଆନ୍ଦୋଳନକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଦେଶ ଯେତେବେଳେ ଆଜାଦି କା ଅମ୍ରିତ ମହୋତ୍ସବର ସଂକଳ୍ପ ନେଇଛି, ସେତେବେଳେ ଏଭଳି ଆନ୍ଦୋଳନ ସ୍ୱତନ୍ତ୍ର ଗୁରୁତ୍ୱ ବହନ କରେ ବୋଲି କହିଛନ୍ତି…

ମାତ୍ରାଧିକ ପ୍ଲାଷ୍ଟିକ୍ ବ୍ୟବହାର ନେଇ ଆରମ୍ଭ ହେଲା କ୍ୟାମ୍ପେନ୍

ଭୁବନେଶ୍ୱର : ବିଶ୍ୱ ପରିବେଶ ଦିବସ ଅବସରରେ ପ୍ଲାଷ୍ଟିକର ବହୁଳ ବ୍ୟବହାର ତଥା ଏହାର କୁ-ପ୍ରଭାବକୁ ରୋକିବା ଲାଗି ସହରରେ ଏକ ସଚେତନତା ଅଭିଯାନ ପ୍ରକ୍ରିୟା ଆରମ୍ଭ ହୋଇଛି । ନ୍ୟୁ ଇଣ୍ଡିଆ ଏକ୍ସପ୍ରେସ୍ (ଟିଏନଆଇଇ) ଦ୍ୱାରା ଗତକାଲି ୟୁନିଟ୍-୪ ମାର୍କେଟରେ “Say No to Plastic” ଭଳି ଏକ…