Latest Odisha News

BREAKING NEWS

ଆଫ୍‌ଗାନିସ୍ତାନରେ ତାଲିବାନୀଙ୍କ ରାଜୁତି; ବଦଳିବ ଦେଶର ନାଁ

ନୂଆଦିଲ୍ଲୀ: ତାଲିବାନ ଆଫ୍‌ଗାନିସ୍ତାନର ରାଜଧାନୀ କାବୁଲରେ ପ୍ରବେଶ ପରେ ଆଫଗାନିସ୍ତାନର ରାଷ୍ଟ୍ରପତି ଭବନକୁ ମଧ୍ୟ ନିଜ ନିୟନ୍ତ୍ରଣକୁ ନେଇଛି ତାଲିବାନ। ରିପୋର୍ଟ ଅନୁଯାୟୀ ରାଜଧାନୀ କାବୁଲର ରାଷ୍ଟ୍ରପତି ଭବନ ଭିତରେ ତାଲିବାନ ଯୁଦ୍ଧବିମାନର ଏକ ବଡ଼ ଦଳ ଦେଖିବାକୁ ମିଳିଥିଲା।

ସୂଚନାଯୋଗ୍ୟ ତାଲିବାନମାନେ ରାଷ୍ଟ୍ରପତି ଭବନରୁ ଆଫଗାନିସ୍ତାନ ଉପରେ ସମ୍ପୂର୍ଣ୍ଣ ଦଖଲ ପ୍ରକ୍ରିୟାକୁ ଘୋଷଣା କରିବା ସହିତ ଏବଂ ଦେଶର ନାମ ବଦଳେଇ ‘ଆଫଗାନିସ୍ତାନର ଇସଲାମ ଏମିରେଟ୍’ ଭାବରେ ନାମିତ କରିବେ ବୋଲି ଆଶା କରାଯାଉଛି। କୋଡିଏ ବର୍ଷର ଯୁଦ୍ଧ ପରେ ଆଫଗାନିସ୍ତାନରୁ ଆମେରିକାର ସୈନ୍ୟ ପ୍ରତ୍ୟାହାରର ମାତ୍ର କିଛି ଦିନ ମଧ୍ୟରେ ପ୍ରାୟ ସମଗ୍ର ଦେଶକୁ ନିଜ କବ୍‌ଜାକୁ ନେଇଛି ତାଲିବାନ।

Leave A Reply

Your email address will not be published.