Latest Odisha News

BREAKING NEWS

Browsing Tag

Taliban

ତାଲିବାନର କ୍ରୁର ଶାସନ: ଚୋରି ପାଇଁ ୪ ଜଣଙ୍କ ହାତ କାଟ, ୯ ଜଣଙ୍କୁ ଚାବୁକ ମାଡ଼

କାବୁଲ: ଆଫଗାନିସ୍ତାନରେ ତାଲିବାନର କ୍ରୁର ଶାସନ ପୁଣି ଆରମ୍ଭ ହୋଇଯାଇଛି। ମହିଳାଙ୍କ ଉପରେ ନାନା କଟକଣା ଲଗାଇବା ସହ ଚୋରି ନାରୀ କଲେ ଏମିତି ଦଣ୍ଡ ମିଳୁଛି ଯେ ଦେଖିଲା ଲୋକର ଛାତି ଥରି ଉଠିବ। ମଙ୍ଗଳବାର ଚୋରି ଅଭିଯୋଗରେ ୪ ଜଣଙ୍କର ସର୍ବସମୁଖରେ ହାତ କାଟି ଦେଇଛି ତାଲିବାନ। ମଙ୍ଗଳବାର…

ନିଜ ଜାଲରେ ଫସିଲା ପାକିସ୍ତାନ; ଥାନାକୁ କବ୍ଜା କଲେ ତାଲିବାନୀ, କର୍ମଚାରୀ ପଣବନ୍ଦୀ

ପେଶାୱାର୍‌:ଶେଷରେ ନିଜ ଜାଲରେ ନିଜେ ଫସିଲା ପାକିସ୍ତାନ । ଯେଉଁ ଆତଙ୍କବାଦୀଙ୍କୁ ସହାୟତା ଦେଇ ନିଜ ସ୍ୱାର୍ଥ ପାଇଁ କାମରେ ଲଗାଉଥିଲା ଆଜି ସେଇ ଆତାଙ୍କବାଦ ତା ପାଇଁ ନାଗଫାଶ ସାଜିଛି  । ଆତଙ୍କବାଦୀମାନେ ପାକିସ୍ତାନର ଉତ୍ତରପଶ୍ଚିମ ପ୍ରଦେଶ ଖୈବର୍‌-ପଖ୍‌ତୂନ୍‌ଖ୍ୱାରେ ରବିବାର ଏକ  ଥାନାକୁ…

[ଭିଡିଓ] ହସୁଥିଲେ ତାଲିବାନୀ, କାନ୍ଦୁଥିଲେ ଆଫଗାନୀ ସଂଗୀତଜ୍ଞ, ଜଳୁଥିଲା ସଂଗୀତ ଉପକରଣ

ଭୁବନେଶ୍ୱର: ଅବ୍ଦୁଲହକ୍ ଅମେରୀ ନାମକ ଜଣେ ଆଫଗାନୀ ସାମ୍ବାଦିକଙ୍କ ସୋସିଆଲ ମିଡିଆ ଭିଡିଓ ପୋଷ୍ଟ ସାରା ବିଶ୍ୱରେ ଚହଳ ସୃଷ୍ଟି କରିଛି । ଏହି ଭିଡିଓରେ ହତ୍ୟା କିମ୍ବା ଦୁଷ୍କର୍ମ ଭଳି ଦୃଶ୍ୟ ନାହିଁ । ବରଂ ମଣିଷ ହୋଇ ଓ ମଣିଷର ଭାବନା ସହ ଖେଳୁଥିବାର ଏକ ଘଟଣା ଅନେକଙ୍କୁ ବ୍ୟଥିତ କରିଛି ।…

୧ ଲକ୍ଷ ସଦସ୍ୟଙ୍କୁ ନେଇ ପ୍ରତିରକ୍ଷା ବାହିନୀ ଗଠନ କରିବ ତାଲିବାନ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ କ୍ଷମତାକୁ ଆସିବା ପରଠାରୁ ତାଲିବାନ ଦେଶରେ ଏକ ସେନା ଗଠନ ଉପରେ ବିଚାର କରୁଥିବା ଖବର ଆସିଛି। ତାଲିବାନ, ସେମାନଙ୍କ ଯୁଦ୍ଧବିମାନ ଉପରେ ନିର୍ଭରଶୀଳ, ବର୍ତ୍ତମାନ ୧୦୦,୦୦୦ ସଦସ୍ୟଙ୍କ ସୈନ୍ୟ ଗଠନ ପ୍ରକ୍ରିୟା ଆରମ୍ଭ କରିଛି। ଆଫଗାନିସ୍ତାନରେ ତାଲିବାନ ସରକାରଙ୍କ…

ତାଲିବାନର ନୂଆ ଫତଓ୍ୱା: ପୁରୁଷଙ୍କ ବିନା ଏସକର୍ଟରେ ମହିଳାଙ୍କୁ ଦୂର ଯାତ୍ରା ମନା

କାବୁଲ: ଆଫଗାନିସ୍ତାନକୁ ତାଲିବାନୀ ସରକାର ଫେରିବା ପରେ ନୂଆ ନୂଆ ନିୟମ କରୁଛନ୍ତି । ମହିଳାଙ୍କ ପାଇଁ ପୁଣି କଳା ନିୟମ ଲାଗୁ କରିଛନ୍ତି ତାଲିବାନୀ । ଏଣିକି ପୁରୁଷଙ୍କ ବିନା ଏସକର୍ଟରେ ଦୂର ଯାତ୍ରା କରି ପାରିବେ ନାହିଁ ଆଫଗାନ ମହିଳା । କୌଣସି ସ୍ଥାନକୁ ଦୂରଯାତ୍ରା ବେଳେ ମହିଳାଙ୍କ ସହ ଜଣେ…

ଅଜବ ନିୟମ; ସହାୟତା କର୍ମଚାରୀ ଭାବେ କାର୍ଯ୍ୟ କରିପାରିବେନି ମହିଳା

କାବୁଲ: ସମାଜରେ ମହିଳାମାନଙ୍କୁ ସେମାନଙ୍କର ଅଧିକାର ଦେବାର ଉଦ୍ଦେଶ୍ୟ ନଥିବା ପ୍ରମାଣ କରୁଛି ତାଲିବାନ।ହ୍ୟୁମାନ୍ ରାଇଟ୍ସ ୱାଚ୍ (HRW) ଅନୁଯାୟୀ, ତାଲିବାନ ଆଫଗାନିସ୍ତାନ ମହିଳାମାନଙ୍କୁ “ସହାୟତା କର୍ମଚାରୀ ଭାବରେ କାର୍ଯ୍ୟ କରିବାକୁ” ବାରଣ କରିଛି। ଯାହା ଅତ୍ୟଧିକ ଆବଶ୍ୟକ ଜୀବନ…

ଆଫଗାନିସ୍ତାନରେ ବିଦେଶୀ ମୁଦ୍ରା ବ୍ୟବହାର ବ୍ୟାନ୍‌ କଲା ତାଲିବାନ

କାବୁଲ: ତାଲିବାନ ଆଫଗାନିସ୍ତାନରେ ବିଦେଶୀ ମୁଦ୍ରା ବ୍ୟବହାର ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିଛି ଏବଂ ଏହି ଆଦେଶ ଉଲ୍ଲଂଘନ ପାଇଁ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଛି ବୋଲି ସୂଚନା ମିଳିଛି। ତାଲିବାନ ମୁଖପାତ୍ର ଜାବୁଲ୍ଲା ମୁଜାହିଦ୍‌ଙ୍କ ବିବୃତ୍ତିରେ କହିଛନ୍ତି ଯେ…

ଆଫଗାନିସ୍ତାନ ବିବାହରେ ଗୀତ ବାଜୁଥିଲା, ୧୩ ନୀରିହଙ୍କୁ ତାଲିବାନ ହତ୍ୟା କଲା

ଓଡିଶା ସମ୍ବାଦ ବ୍ୟୁରୋ: ଆଫଗାନିସ୍ତାନର ନାନଗରହାର୍ ଅଂଚଳରେ ତାଲିବାନୀ ଶାସନର ନିର୍ଦୟୀ କାରନାମା । ଏକ ବିବାହ ସମାରୋହରେ ସଙ୍ଗୀତ ବାଜୁଥଲା ବୋଲି ୧୩ ନୀରିହଙ୍କୁ ଗୁଳିବିଦ୍ଧ କରି ହତ୍ୟା କଲା ତାଲିବାନ । ଅଫଗାନିସ୍ତାନରେ ତାଲିବାନର ଏପରି ନରସଂହାର ଘଟଣାକୁ ନେଇ ପୂର୍ବତନ ଉପରାଷ୍ଟ୍ରପତି…

ଜମ୍ମୁ କାଶ୍ମୀରରେ ପଶିପାରେ ତାଲିବାନ; ସେନା ମୁଖ୍ୟଙ୍କ ଚେତାବନୀ

ନୂଆଦିଲ୍ଲୀ: ତାଲିବାନୀ ଜମ୍ମୁ କାଶ୍ମୀରରେ ପ୍ରବେଶ କରିବାକୁ ଚେଷ୍ଟା କରିପାରନ୍ତି ବୋଲି ସେନା ମୁଖ୍ୟ ଚେତାବନୀ ଦେଇଛନ୍ତି। ଦୁଇ ଦଶନ୍ଧି ପୂର୍ବରୁ ଆଫଗାନିସ୍ତାନରେ ତାଲିବାନ ଶାସନ ସମୟରେ ସେ ଏଭଳି ଉଦାହରଣ ମଧ୍ୟ ଦେଇଛନ୍ତି। ସେନା ମୁଖ୍ୟ ଏହା ମଧ୍ୟ କହିଛନ୍ତି ଯେ ଭାରତୀୟ ସେନା ଏପରି କୌଣସି…

ଆଫଗାନିସ୍ତାନ ସୀମାରେ ସ୍ୱତନ୍ତ୍ର ଆତ୍ମଘାତୀ ସେନା ନିୟୋଜିତ କରିବ ତାଲିବାନ

ଭୁବନେଶ୍ୱର: ସୁଇସାଇଡ୍ ବମ୍ବର୍‌ଙ୍କୁ ନେଇ ଏକ ସ୍ୱତନ୍ତ୍ର ସେନା ଗଠନ କରିଛି ତାଲିବାନ ଶାସନ । ସେହି ଆତ୍ମଘାତୀ ସେନାକୁ ଆଫଗାନିସ୍ତାନ ସୀମା ତଥା ଖାସ କରି ବଦଖାସନ୍ ଇଲାକାରେ ନିୟୋଜିତ କରିବାକୁ ତାଲିବାନ ଯୋଜନା କରିଥିବା ଜଣାପଡିଛି । ଆଫଗାନିସ୍ତାନର ଦ ଖାମା ପ୍ରେସ୍ ନ୍ୟୁଜ ଏଜେନ୍ସି…