Latest Odisha News

BREAKING NEWS

ତାମିଲନାଡୁରେ ଆଉ ସପ୍ତାହେ ବଢିଲା ଲକ୍‌ଡାଉନ୍‌

ଚେନ୍ନାଇ: ତାମିଲନାଡୁରେ ଆଉ ସପ୍ତାହେ ବଢିଲା ଲକ୍‌ଡାଉନ୍‌। ଏ ନେଇ ତାମିଲନାଡୁ ସରକାର ଆଜି ଘୋଷଣା କରିଛନ୍ତି। ଏହି ପ୍ରତିବନ୍ଧକଗୁଡିକ ବର୍ତ୍ତମାନ ଜୁନ୍ ୨୮ ପର୍ଯ୍ୟନ୍ତ ଜାରି ରହିବ।

ତେବେ ଲକ୍‌ଡାଉନ୍‌ ବଢିବା ସହିତ ରାଜ୍ୟ ସରକାର କଟକଣାକୁ କିଛି ମାତ୍ରାରେ କୋହଳ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

Leave A Reply

Your email address will not be published.