ଢ଼ାକା: ବାଂଲାଦେଶର ଷ୍ଟାର ବ୍ୟାଟ୍ସମ୍ୟାନ ତାମିମ ଇକବାଲ ରବିବାର ଆନ୍ତର୍ଜାତୀୟ ଟି୨୦ କ୍ରିକେଟକୁ ଅଲବିଦା କହିଛନ୍ତି । ୱେଷ୍ଟଇଣ୍ଡିଜ ଦିନିକିଆ ସିରିଜରେ ବାଂଲାଦେଶ କ୍ଲିନ ସୁଇପ କରିବା ପରେ ସେ ହଠାତ ଏହି ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ସେ ପୋଷ୍ଟ କରିଛନ୍ତି ଯେ, ଆଜିଠାରୁ ମୋର ଟି୨୦ କ୍ୟାରିୟର ଶେଷ ବୋଲି ଧରି ନିଅ । ସମସ୍ତଙ୍କୁ ଧନ୍ୟବାଦ । ୨୦୦୭ରେ କେନିୟା ବିପକ୍ଷରେ ସେ ଟି୨୦ରେ ପଦାର୍ପଣ କରିଥିଲେ । ତାମିମ ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜରେ ୩ ମ୍ୟାଚରେ ୧୧୭ ରନ କରି ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଂଟ ହୋଇଥିଲେ । ଏବେ ସେ ଟେଷ୍ଟ ଏବଂ ଦିନିକିଆରେ ମନୋନିବେଶ କରିବେ ବୋଲି କହିଛନ୍ତି । ସେ ମାର୍ଚ୍ଚ ୨୦୨୦ରେ ଶେଷ ଟି୨୦ ମ୍ୟାଚ ଖେଳିଥିଲେ ।
BREAKING NEWS
- କ୍ଷମା କରିଦେବି, କିନ୍ତୁ ଭୁଲିବି ନାହିଁ: ସ୍ମୃତି ମାନ୍ଧାନା
- ଏମଆଇଟି ଗବେଷକଙ୍କୁ ବଡ ସଫଳତା: ପରିସ୍କାର ପାଣି ପାଇଁ ଗଛ ଛାଲରୁ ପ୍ରସ୍ତୁତ ହୋଇଛି ଫିଲ୍ଟର
- ଓରାଙ୍ଗଉଟାନଙ୍କ ସୁରକ୍ଷା ପାଇଁ ୫ ଜଣିଆ ବୈଷୟିକ କମିଟି ଗଠନ
- ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ରାହୁଲ ହୋଇ ପାରନ୍ତି ଉପ ଅଧିନାୟକ
- ପାର୍ବଣ ପୂର୍ବରୁ ହାଇଓ୍ବେ ଲୁଟେରା ଗ୍ୟାଙ୍ଗ ଗିରଫ
- ଭାରତୀୟ ଜୁନିୟର ମହିଳା ହକି ଟିମ୍ ଜିତିଲା ଏସିଆ କପ୍ ୨୦୨୬ ଟାଇଟଲ
- Ganesh Puja Guidelines:ଗଣେଶ ପୂଜାରେ ଡିଜେ,ବାଣ ମନା: ରାତି ୧୦ଟା ଭିତରେ ସରିବ ମେଲୋଡି
- ପ୍ରଧାନମନ୍ତ୍ରୀଙ୍କୁ ନ୍ୟାୟ ପାଇଁ ଗୁହାରି କଲେ ସ୍କୁଲ ସାଥୀ…
- ଇସ୍ରୋର ଚେତାବନୀ; ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଆସିବ ୩ ବାତ୍ୟା!
- ୧୭ ଯାଏଁ ବର୍ଷାରୁ ନିସ୍ତାର ନାହିଁ…

Comments are closed.