କେନ୍ଦୁଝର : ଭିଜାଲାନ୍ସ ଜାଲରେ ଲାଞ୍ଚୁଆ ସୁପରଭାଇଜର। ଲାଞ୍ଚ ନେବା ବେଳେ କେନ୍ଦୁଝର ସଦର ତହସିଲ ରାଜସ୍ୱ ସୁପରଭାଇଜର ଗିରଫ ହୋଇଛନ୍ତି ।ସୁପରଭାଇଜର ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କେନ୍ଦୁଝର ଭିଜିଲାନ୍ସ ହାତରେ ଗିରଫ ହୋଇଥିଲେ । ଜଣେ ବ୍ୟକ୍ତିଙ୍କ ଠାରୁ ମ୍ୟୁଟେସନ କେସର ଫିଲଡ ଫେରିଫିକେସନ କରି ତହସିଲଦାରଙ୍କୁ ରିପୋର୍ଟ ଦେବା ପାଇଁ ସେ ଲାଞ୍ଚ ନେଉଥିଲେ । ଖବର ପାଇ କେନ୍ଦୁଝର ଭିଜିଲାନ୍ସ ସୁପରଭାଇଜର ହୃଦାନନ୍ଦ ସାହୁଙ୍କୁ ଗିରଫ କରିଥିଲା।
BREAKING NEWS
- Shirtless protest: AI ସମିଟରେ ସାର୍ଟଲେସ୍ ପ୍ରତିବାଦ ଘଟଣାରେ ୪ ଗିରଫ; ଏହି ୧୦ ପଏଣ୍ଟର ସହ ମାମଲାର ତଦନ୍ତ
- Odisha Budget 2026 : ନବୀନ ପଟ୍ଟନାୟକ ବଜେଟକୁ ନେଇ ରଖିଲେ ପ୍ରତିକ୍ରିୟା ,କହିଲେ- ‘ଫୁଲ୍ ମେନ୍ୟୁ ଇନ୍ ଏମପ୍ଟି କିଚେନ’
- Trump’s emergency tariffs are illegal: ଟ୍ରମ୍ପଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା, ଶୁଳ୍କ ନୀତିକୁ ବେଆଇନ ଘୋଷଣା
- ବଜେଟ୍ ୨୦୨୬-୨୭: ରତ୍ନଭଣ୍ଡାର ଖୋଲିବା ପାଇଁ ୫ କୋଟି ଟଙ୍କାର ବ୍ୟୟବରାଦ
- “ସମୃଦ୍ଧ କୃଷକ” ପାଇଁ ୬ ହଜାର ୮୮ କୋଟି
- ଭାରତର ଷ୍ଟାର ଅଲରାଉଣ୍ଡର କହିଲେ ମହୀକାଙ୍କ ଯୋଗୁ ମୋ ଖେଳରେ ଉନ୍ନତି ଘଟିଛି
- ବିଜୁ ମହିଳା ଜନତା ଦଳର ନୂତନ କର୍ମକର୍ତ୍ତାଙ୍କୁ ଭେଟିଲେ ନବୀନ;କହିଲେ-ଅନ୍ୟାୟ ବିରୁଦ୍ଧରେ…
- ପତ୍ନୀ ଈଶାନୀଙ୍କଠାରୁ ଅଲଗା ହେବେ କ୍ରିକେଟର ରାହୁଲ ଚହର
- ବଜେଟରେ ସ୍ବାସ୍ଥ୍ୟସେବାକୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ, ୩ ହଜାର ୧୮୨ କୋଟି ଟଙ୍କାର ବ୍ୟୟ ବରାଦ
- ରାଜ୍ୟ ବଜେଟ୍ ୨୦୨୬-୨୭; ରାଜ୍ୟରେ ଖୋଲିବ ଆଉ ୪ ନୂଆ ବିଶ୍ବ ବିଦ୍ୟାଳୟ
Comments are closed.