Latest Odisha News

BREAKING NEWS

ଦ୍ରୈାପଦୀ ମୁର୍ମୁଙ୍କୁ ମୂର୍ତ୍ତି ସହ ତୁଳନା କଲେ ତେଜସ୍ବୀ ଯାଦବ

ଓଡ଼ିଶା ସମ୍ବାଦ ବ୍ୟୁରୋ: ରାଷ୍ଟ୍ରପତି ଭବନରେ ଆମକୁ ମୂର୍ତ୍ତିର ଆବଶ୍ୟକତା ନାହିଁ । ଏଭଳି ବିବାଦୀୟ  ବକ୍ତବ୍ୟ ଦେଇଛନ୍ତି ତେଜସ୍ବୀ ଯାଦବ । ସେ କହିଛନ୍ତି ଯଶୋବନ୍ତଙ୍କ କଥା ଆପଣମାନେ ଶୁଣୁଛନ୍ତି । ତାଙ୍କ ପ୍ରେସ ରିଲିଜ ଆପଣମାନେ ପଢ଼ୁଛନ୍ତି । କିନ୍ତୁ ସରକାରୀ ଦଳର ପ୍ରାର୍ଥୀଙ୍କ କିଛି କଥା ଆପଣମାନେ ଶୁଣିଛନ୍ତି କି? ସେ କିଛି କହୁନାହାଁନ୍ତି କି ପ୍ରେସ ରିଲିଜ କରିନାହାଁନ୍ତି ବୋଲି କହିଛନ୍ତି ତେଜସ୍ବୀ ଯାଦବ । ତାଙ୍କର ଏଭଳି ବିବୃତ୍ତିକୁ ନେଇ ଏବେ ଚର୍ଚା ଜୋର ଧରିଛି ।

 

ତେଜସ୍ବୀ ଯାଦବଙ୍କୁ ବହୁ ୟୁଜର ମଧ୍ୟ ସମାଲୋଚନା କରିଛନ୍ତି

ଅନେକ ୟୁଜର ତେଜସ୍ବୀଙ୍କୁ ଏପରି ମଧ୍ୟ ଲେଖିଛନ୍ତି

କିଛି ୟୁଜର ତେଜସ୍ବୀଙ୍କୁ କଡା ସ୍ବରରେ ଜବାବ ଦେଇଛନ୍ତି

Leave A Reply

Your email address will not be published.