ମୁମ୍ବାଇ: ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଟି୨୦ ବିଶ୍ୱକପ କ୍ରିକେଟ ଅଷ୍ଟ୍ରେଲିଆରେ ଖେଳାଯିବ । ଭାରତ ୨୩ ଅକ୍ଟୋବରରେ ପାକିସ୍ତାନ ବିପକ୍ଷରେ ତାର ଅଭିଯାନ ଆରମ୍ଭ କରିବ । ଟିମ ଇଣ୍ଡିଆର ଚୂଡାନ୍ତ ଏକାଦଶ ନେଇ ଆଲୋଚନା ଚାଲିଥିବା ବେଳେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ୬ଜଣ ଖେଳାଳି ବାଛିଛନ୍ତି । ବାକି ୫ଜଣଙ୍କୁ ଚୟନ କରିବା ଦାୟିତ୍ୱ ସେ ପ୍ରଶଂସକଙ୍କ ଉପରେ ଛାଡି ଦେଇଛନ୍ତି । ସେ ତାଙ୍କ ଅଫିସିଆଲ ଆପରେ ଏ ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ସଚିନ ତାଙ୍କ ଟିମରେ ଖରାପ ଫର୍ମରେ ଥିବା ବିରାଟ କୋହଲିଙ୍କୁ ସୁଯୋଗ ଦେଇଛନ୍ତି । ଓପନରରେ ଅଧିନାୟକ ରୋହିତ ଶର୍ମାଙ୍କୁ ସେ ରଖିଥିବା ବେଳେ ଅନ୍ୟ ଜଣଙ୍କ ସ୍ଥାନ ଖାଲି ରଖିଛନ୍ତି । ତୃତୀୟ ଓ ଚତୁର୍ଥରେ ବିରାଟ କୋହଲି ଓ ସୂର୍ଯ୍ୟକୁମାର ଯାଦବ ରହିଛନ୍ତି । ୫ମ, ୭ମ, ୯ମ ଓ ୧୧ତମ ସ୍ଥାନ ଖାଲି ରଖିଛନ୍ତି । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୬ଷ୍ଠ, ଭୁବନେଶ୍ୱର କୁମାରଙ୍କୁ ୮ମ ଏବଂ ୧୦ ସ୍ଥାନରେ ଯଶପ୍ରୀତ ବୁମରାହ ରହିଛନ୍ତି ।
BREAKING NEWS
- Gold smuggling: ବିମାନବନ୍ଦରରେ ୩୮ କୋଟି ଟଙ୍କାର ସୁନା ଚୋରା ଚାଲାଣ ରାକେଟ୍ର ପର୍ଦ୍ଦାଫାସ; ବିଦେଶୀ ମହିଳା ଗିରଫ
- Odisha Cabinet:୧୧ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ: ୩୧୮ ବସଷ୍ଟାଣ୍ଡର ହେବ ଉନ୍ନତୀକରଣ
- ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦିନକରେ ଗଲାଣି ୧୦ଜଣଙ୍କ ଜୀବନ; ୧୨ରୁ ଅଧିକ ଆହତ
- ବିବାହ ଟ୍ରାକକୁ ଫେରିଲେ କି ସ୍ମୃତି-ପଳାଶ
- ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଇନ୍ଧନ ସଙ୍କଟ, ଏପ୍ରିଲ ୧୫ରୁ ମେ’ ୩୧ ପର୍ଯ୍ୟନ୍ତ…
- ପଞ୍ଚାୟତ ନିର୍ବାଚନରେ ଆସନ ସଂରକ୍ଷଣ କରିବାକୁ ସବୁ ଜିଲ୍ଲାପାଳଙ୍କୁ ପଞ୍ଚାୟତିରାଜ ବିଭାଗର ଚିଠି
- Maoist surrender: ଟପ୍ କମାଣ୍ଡର ସୋଡିଙ୍କ ସମେତ ୪୨ମାଓବାଦୀ ଆତ୍ମସମର୍ପଣ
- ମେଟ୍ରୋ ପ୍ରକଳ୍ପକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଲେ ନଗର ଉନ୍ନୟନ ମନ୍ତ୍ରୀ
- ଗେଲଙ୍କ ବିଶ୍ୱରେକର୍ଡ ଭାଙ୍ଗିଲେ ବାବର ଆଜମ
- ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ କ୍ଷମା ମାଗିଲେ ନୁୱାନ ଥୁସାରା
Comments are closed.