Latest Odisha News

ମାଲକାନଗିରିରୁ ଛତିଶଗଡ, ରାୟପୁର ମଧ୍ୟରେ ବସ ଚଳାଚଳ ବନ୍ଦ

ମାଲକାନଗିରି: ବନ୍ଦ ହେଲା ମାଲକାନଗିରି ଠାରୁ ଛତିଶଗଡ ରାୟପୁର ମଧ୍ୟରେ ବସ ଚଳାଚଳ । ଆସନ୍ତା କାଲି ଠାରୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ କୌଣସି ବସ ଛତିଶଗଡରୁ ମାଲକାନଗିରି ଆସି ପାରିବ ନାହିଁ ବୋଲି ଜିଲ୍ଲାପାଳ ୱାଇ ବିଜୟ ନିର୍ଦ୍ଦେଶ ଦେଇଛନ୍ତି ।

BjdElectrycity

ଏମିତି କି ଛତିଶଗଡରୁ ମାଲକାନଗିରି ଫେରୁଥିବା ଲୋକଙ୍କୁ ଆସନ୍ତା କାଲି ଠାରୁ ବାଧ୍ୟତାମୂଳକ ଭାବେ ସାତ ଦିନ କ୍ବାରେଣ୍ଟାଇନ୍‌ରେ ରହିବାକୁ ପଡିବ । ଏହା ସହ ମାଲକାନଗିରି ଜିଲ୍ଲାରୁ କେହି ବିନା କାରଣରେ ଛତିଶଗଡ ଯାଇପାରିବେ ନାହିଁ ।

Leave A Reply

Your email address will not be published.