ମୁମ୍ବାଇ: ୮୦/୯୦ ଦଶକରେ ମନୋରଞ୍ଜନ ମାଧ୍ୟମରେ ଭାରତୀୟ ହିନ୍ଦୀ ଫିଲ୍ମରେ ଭୂତ ଓ ଭୟଙ୍କରର ବାତାବରଣ ଖେଳାଇଥିବା ରାମସେ ପରିବାରର କୁମାର ରାମେସଙ୍କ ୮୫ବର୍ଷ ବୟସରେ ପରଲୋକ ହୋଇଯାଇଛି । ୨୦୧୯ରେ ଶ୍ୟାମ ରାମସେଙ୍କ ଦେହାନ୍ତ ହୋଇଥିଲା । ଶ୍ୟାମଙ୍କ ସାତ ଭାଇଥିଲେ । ସେମାନେ ହେଲେ କୁମାର ରାମସେ, କେଶୁ ରାମସେ, ତୁଲସୀ ରାମସେ, କରନ ରାମସେ, ଶ୍ୟାମ ରାମସେ, ଗଙ୍ଗୁ ରାମସେ ଓ ଅର୍ଜୁନ ରାମସେ । ସମସ୍ତ ଭାଇମାନେ ଏକତ୍ର ହୋଇ ରାମସେ ବ୍ୟାନର ତିଆରି କରିଥିଲେ । ଭାଇମାନେ ଫିଲ୍ମ ତିଆରି ପାଇଁ ଆବଶ୍ୟକ ଜ୍ଞାନକୌଶଳ ଶିକ୍ଷା ଲାଭ କରିଥିଲେ ।
ଯେଉଁ ସମୟରେ ରୋମାନ୍ସ ଫିଲ୍ମର ଯୁଗ ଚାଲିଥିଲା ସେ ସମୟରେ ବିଭିନ୍ନ ଧରଣର ଭୂତ ଫିଲ୍ମ କରି ସେମାନେ ଚର୍ଚ୍ଚାକୁ ଆସିଥିଲେ । ବିଭିନ୍ନ ମହଲରୁ କୁମାରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଉଛି । ଦୋ ଗଜ ଜମୀନ କେ ନୀଚ୍ଚେ, ଅନ୍ଧେରା, ଦରୱାଜା, ହୋଟେଲ ଓ ଡାକବଙ୍ଗଳା ଭଳି ଫିଲ୍ମ ତିଆରି କରିଥିଲେ ।
BREAKING NEWS
- ୩୩ ଜଣ ମାଓବାଦୀ ଆତ୍ମସମର୍ପଣ, ମାଓ ଡମ୍ପରୁ ୭କିଲୋ ସୁନା ସହ ୧୪ କୋଟିରୁ ଊର୍ଦ୍ଧ୍ବ…
- କାର୍ଯ୍ୟରେ ଅବହେଳା ଯୋଗୁଁ ସୁବର୍ଣ୍ଣପୁର ଡିଆରସିଏସ ନିଲମ୍ବିତ, ସୋନପୁର ଏଆସିଏସଙ୍କୁ ଅତିରିକ୍ତ ଦାୟିତ୍ୱ
- ଆଇଏଏସ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ…
- ଅବସର କେବେ ନେବେ କହିଲେ ସାମୀ
- ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ମିଷ୍ଟର ବ୍ୟାକହ୍ୟାଣ୍ଡ
- ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର
- ଭୁବନେଶ୍ୱର ନିୟୁ ସିଟି ମାଷ୍ଟରପ୍ଲାନ୍ ପାଇଁ ଚୁକ୍ତି ସ୍ୱାକ୍ଷରିତ
- ଏପ୍ରିଲ ୧ରୁ ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ, ପ୍ରତି ସୋମବାର ବନ୍ଦ ରହିବ ଉଭୟ ଉଦ୍ୟାନ
- ସରେଣ୍ଡର କଲେ ଦୁଇ ହାର୍ଡକୋର ମାଓବାଦୀ
- ଜୁନ ୨୬ରେ ଟିମ ଇଣ୍ଡିଆ ପକ୍ଷରୁ ପଦାର୍ପଣ ମ୍ୟାଚ ଖେଳି ପାରନ୍ତି ବୈଭବ
Comments are closed.