Latest Odisha News

BREAKING NEWS

ଖଲୀଙ୍କୁ ନିର୍ବାଚନ ରଣାଙ୍ଗନରେ ଓହ୍ଲାଇବେ କି ଅରବିନ୍ଦ କେଜ୍ରିୱାଲ !

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଓ ୱାର୍ଲ୍ଡ ରେସଲିଂ ଏଂଟରଟେନମେଂଟ ଷ୍ଟାର ଦି ଗ୍ରେଟ ଖଲୀ (ଦିଲୀପ ସିଂ ରାଣା)ଙ୍କ ସାକ୍ଷାତ ରାଜନୀତି ମହଲକୁ ସରଗରମ କରିଛି । ଖଲୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକଳାପକୁ ପ୍ରଶଂସା କରିଛନ୍ତି । ଏପରିକି ସେ କେଜ୍ରିୱାଲଙ୍କ ପାଇଁ ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ।

କେତେକ ସମୀକକ୍ଷଙ୍କ ମତରେ କେଜ୍ରିୱାଲ ଏହି ଡବ୍ଲ୍ୟୁଡବ୍ଲ୍ୟୁଇ ଷ୍ଟାରଙ୍କୁ ନିର୍ବାଚନ ରଣାଙ୍ଗନରେ ଓହ୍ଳାଇପାରନ୍ତି । କେଜ୍ରିୱାଲ ମଧ୍ୟ ଖଲୀଙ୍କ ପ୍ରଶଂସାରେ ଶତମୁଖ ହୋଇ ପଡିଥିଲେ । ପଞ୍ଜାବରେ ଆମକୁ ମିଳିମିଶି ବହୁତ କିଛି କାମ କରିବାକୁ ହେବ ବୋଲି କେଜ୍ରିୱାଲ କହିଛନ୍ତି ।

Leave A Reply

Your email address will not be published.