Latest Odisha News

BREAKING NEWS

୨୬ ବର୍ଷ ପରେ ଆଶେଜ ସିରିଜର ଶେଷ ମ୍ୟାଚ ସିଡନୀ ବଦଳରେ ପର୍ଥରେ ଖେଳାଯିବ

ସିଡନୀ: ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ବହୁଚର୍ଚ୍ଚିତ ଆଶେଜ କ୍ରିକେଟ ସିରିଜରେ ୨୬ ବର୍ଷରେ ପ୍ରଥମ ଥର ପାଇଁ ଶେଷ ମ୍ୟାଚ ସିଡନୀ ବଦଳରେ ପର୍ଥରେ ଖେଳାଯିବ । ୯ ଡିସେମ୍ବରରୁ ବ୍ରିସବେନରୁ ଏହି ସିରିଜ ଆରମ୍ଭ ହେବ । ବ୍ରିସବେନ, ଆଡିଲେଡ, ମେଲବୋର୍ଣ୍ଣ, ସିଡନୀ ଓ ପର୍ଥରେ ୫ଟି ଯାକ ଟେଷ୍ଟ ଖେଳାଯିବ । ୧୯୯୫ରେ ସିଡନୀରେ ବଦଳରେ ପର୍ଥରେ ସିରିଜର ଅନ୍ତିମ ମ୍ୟାଚ ଖେଳା ଯାଇଥିଲା ।

ଅଷ୍ଟ୍ରେଲିଆ ବ୍ରିସବେନର ଗାବା ପଡିଆରେ ଏ ପର୍ଯ୍ୟନ୍ତ ୫୬ ଟେଷ୍ଟ ଖେଳିଛି । ଏଥିରେ ୩୩ ବିଜୟ ହାସଲ କରିଥିବା ବେଳେ ୯ରେ ପରାଜିତ ହୋଇଛି । ୧୩ ମ୍ୟାଚ ଡ୍ର ଓ ଗୋଟିଏ ମ୍ୟାଚ ଟାଇ ରହିଛି ।

Leave A Reply

Your email address will not be published.