ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର କହିଛନ୍ତି ଯେ ଯେଉଁମାନେ କରୋନା ଟିକା ଗ୍ରହଣ କରନ୍ତି ସେମାନେ ହେଉଛନ୍ତି ‘ବାହୁବଳୀ’। ଏଥିସହିତ ସମସ୍ତଙ୍କୁ ଟିକାକରଣ କରିବାକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଟିକାକରଣ ‘ବାହୁ’ରେ ଦିଆଯାଏ ସେଥିପାଇଁ ଯେଉଁମାନେ ଏହାକୁ ଗ୍ରହଣ କରନ୍ତି ସେମାନେ ହେଲେ ‘ବାହୁବଳୀ’।
ସେ ଆହୁରି ମଧ୍ୟ କହିଛନ୍ତି ଯେ କରୋନା ମୁକାବିଲା ବିରୋଧରେ ୪୦ କୋଟିରୁ ଅଧିକ ଲୋକ ‘ବାହୁବଳୀ’ ହୋଇଛନ୍ତି।
ସଂସଦର ଆଗାମୀ ମୌସୁମୀ ଅଧିବେଶନରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ କରୋନାଭାଇରସ୍ ମହାମାରୀ ଉପରେ ଏକ ଅର୍ଥପୂର୍ଣ୍ଣ ଆଲୋଚନା କରିବାକୁ ଚାହୁଁଛନ୍ତି।
Comments are closed.