ଭୁବନେଶ୍ୱର : ଭୁବନେଶ୍ୱର ରେଡ଼କ୍ରସ ଭବନରେ ବିଶିଷ୍ଟ ଭାଷାବିତ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ପ୍ରଫେସର ନିତ୍ୟାନନ୍ଦ ସାହୁଙ୍କର ତିନୋଟି ପୁସ୍ତକ ଲଳିତ ମାନସ ( ପ୍ରବନ୍ଧ ) ଅପରାଜିତା (କାବ୍ୟ ) ଓ ସପନ ସାଗର ତୀରେ ( ନିଜ ଜୀବନର କର୍ମଧାରା) ଲୋକାର୍ପିତ କରିଛନ୍ତି।
ଶାସ୍ତ୍ରୀୟ ଓଡ଼ିଆ ଭାଷା ଉତ୍କର୍ଷ କେନ୍ଦ୍ରର ନିର୍ଦ୍ଦେଶକ ଡ. ବସନ୍ତ କୁମାର ପଣ୍ଡା ପ୍ରବନ୍ଧ ଗୁଡିକର ରଚନା ଶୈଳୀ ଓ ବିଷୟ ବିଶ୍ଳେଷଣର ଭୂୟସୀ ପ୍ରଶଂସା କରିଥିଲେ। ଏହି ସମାରୋହରେ ପ୍ରଫେସର ରମେଶ ଦାସ “ସପନ ସାଗର ତୀରେ” ପୁସ୍ତକ ଉଅରେ ଏବଂ ଡ. ପ୍ରମୋଦ କୁମାର “ଅପରାଜିତା” ପୁସ୍ତକ ଉପରେ ଆଲୋକପାତ କରିଥିଲେ।
BREAKING NEWS
- ରାଜଧାନୀରେ ବୁଲୁଛି ଦନ୍ତା…
- ପ୍ରେମିକା ଘର ଆଗରେ ଜଳିଗଲା ପ୍ରେମିକ…
- ଭାରତ ଉପରେ ପଡ଼ିବ ବୋଝ; ୧୦୦% ଟାରିଫ୍ ଲଗାଇପାରେ ଆମେରିକା!
- ପୁଣି ଟାରିଫ୍ ଲଦିବ କି ଅମେରିକା ? US ହାଉସରେ ପାସ୍ ହେଲା ରୁଷ ସାଙ୍କସନ୍ ବିଲ୍
- ଏସିଆ ହକି ଚାମ୍ପିଅନସିପ: ଭାରତ ଆସିବାକୁ ପାକିସ୍ତାନର ନା
- ୭୬ ବର୍ଷରେ ପ୍ରଧାନମନ୍ତ୍ରୀ ମୋଦି; ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରେ ମୈତ୍ରୀ ଆନ୍ଦୋଳନ: ଏକ ବିହଙ୍ଗାବଲୋକନ
- ନଦୀକୁ ଡେଇଁ ଆତ୍ମହତ୍ୟା ଘଟଣା;ଟୁଇନସିଟିରେ ୫ବର୍ଷରେ ୫୫ ଜୀବନ….
- ବିକ୍ରମ ପଣ୍ଡାଙ୍କ ବିରୋଧରେ ପୁଣି ରୁଜୁ ହେଲା ନୂଆ ମାମଲା, ସାକ୍ଷୀଙ୍କୁ ଧମକ ଦେବା ଅଭିଯୋଗ
- କାରାଗାରରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ; ମୃତଦେହ ଧରି ପରିବାରର ଧାରଣା

Comments are closed.