ଭୁବନେଶ୍ୱର: ଆଜି ରାଜ୍ୟରୁ ସଂରୋନା ସଂକ୍ରମିଣରୁ ସୁସ୍ଥ ହୋଇଛନ୍ତି ୯୬୮ । ଆଜି ସୁଦ୍ଧା କରୋନାରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୦ ହଜାର ୨୨୧ ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆଜି ୧୮୬ ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ଜିଲ୍ଲା ଗୁଡ଼ିକରେ ସୁସ୍ଥଙ୍କ ସଂଖ୍ୟା ଶହେ ତଳେ ରହିଛି ।
Another 968 Covid patients have recovered and are being discharged on 22.02.2022
186 from Khordha
94 from Anugul
84 from Sundargarh
56 from Rayagada
54 from Cuttack
39 from Koraput
36 from Sonepur
35 from Jajapur
30 from Jharsuguda
26 from Ganjam
26 from Mayurbhanj— H & FW Dept Odisha (@HFWOdisha) February 22, 2022
24 from Gajapati
24 from Kalahandi
23 from Bargarh
21 from Dhenkanal
20 from Baleswar
20 from Sambalpur
19 from Nuapada
18 from Kendrapara
18 from Nayagarh
17 from Deogarh
16 from Puri
13 from Bhadrak
12 from Jagatsinghpur
12 from Kandhamal
8 from Keonjhar
6 from Nabarangpur— H & FW Dept Odisha (@HFWOdisha) February 22, 2022
4 from Malkangiri
3 from Bolangir
24 from State PoolThe total recovered cases of Odisha now stand at 1270221
— H & FW Dept Odisha (@HFWOdisha) February 22, 2022
Comments are closed.