ରୋମ: ୧୦୦ ଫୁଟ ଉଚ୍ଚ ଟାୱାରରେ ଏଥର କରି ହେବ ଡିନର । ସବୁଜିମା ଭରା ପରିବେଶରେ ନିର୍ମିତ ହୋଇଥିବା ଏହି ଟାୱାର ଉପରକୁ ପର୍ଯ୍ୟଟକଙ୍କୁ ଡ୍ରୋନ ମାଧ୍ୟମରେ ପଂହଚାଯିବ । ଇଟାଲୀରେ ନିର୍ମିତ ହେଉଥିବା ଏହି ଟାୱାରରେ ନାମ ଭର୍ଟିପୋର୍ଟସ ରଖାଯାଇଛି । ରୋମର କମ୍ପାନୀ ଗିୟୋନକାର୍ଲ ଜେମା ଡିଜାଇନ ଗ୍ରୁପ ଏବଂ ଚୀନର ଏକ କମ୍ପାନୀ ମିଳିତ ଭାବେ ଏହି ପ୍ରୋଜେକ୍ଟ ତିଆରି କରୁଛନ୍ତି ।
ପ୍ରତ୍ୟେକ ଟାୱାରରେ ଗୋଟିଏ କାଫେ, ୱେଟିଂ ରୁମ୍ ଓ ୨୦୫୩ ସ୍କ୍ୱାୟର ଫୁଟର ପେନୋରେମିକ ରେଷ୍ଟୁରାଂଟ ରହିବ । ଏହି ଟାୱାରର ପ୍ଲାନିଂ ଲୋକପ୍ରିୟ ହେଉଥିବାରୁ ୟୁରୋପ ଏବଂ ସାଉଥଇଷ୍ଟ ଏସିଆର ଏଥିନେଇ ଆଗ୍ରହ ପ୍ରକାଶ କରିଛନ୍ତି ।
BREAKING NEWS
- ସୁଦର୍ଶନ ପଟ୍ଟନାୟକ ହେଲେ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ୍ ଆମ୍ଵାସଡର
- ରଣକ୍ଷେତ୍ର ପାଲଟିଲା ବିଜେବି କଲେଜ ହଷ୍ଟେଲ, ଘଣ୍ଟାଏ ଧରି ପଥର ମାଡ଼
- ଆଗମୀ ୩ ଘଣ୍ଟା ପାଇଁ କାଳବୈଶୀ ସତର୍କତା, ଏହି ସବୁ ଜିଲ୍ଲାକୁ ଝଡ଼ବର୍ଷା ଆଲର୍ଟ
- Jagannath Temple: ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ
- ରାଜ୍ୟରେ ଅସ୍ୱାଭାବିକ ଭାବେ ବୃଦ୍ଧି ପାଉଛି ତାପମାତ୍ରା, ହିଟ୍ୱେଭ୍ SOP ଜାରି
- ରେଢ଼ାଖୋଲରେରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର
- ଅନଧିକୃତ ଏବଂ ବେଆଇନ୍ ବିଦ୍ୟୁତ ପୁନଃ ସଂଯୋଗ ବିରୋଧରେ ଟିପିଏସ୍ଓଡିଏଲର ଦୃଢ଼ କାର୍ଯ୍ୟାନୁଷ୍ଠାନ
- ଭାରତ ସରକାରଙ୍କ ପକ୍ଷରୁ କଳିଙ୍ଗନଗର ସ୍ଥିତ ନୀଳାଚଳ ଇସ୍ପାତର ସମ୍ପସ୍ରାରଣକୁ ମିଳିଲା ପରିବେଶ ମଞ୍ଜୁରୀ
- Suicide Attack in Nigeria: ନାଇଜେରିଆର ମୈଦୁଗୁରି ସହରରେ ଆତ୍ମଘାତୀ ଆକ୍ରମଣ; ୨୩ ମୃତ, ୧୦୦ ରୁ ଅଧିକ ଆହତ
- ଆଫଗାନିସ୍ତାନରେ ଅହମଦୀମାନଙ୍କ ଉପରେ ଅତ୍ୟାଚାର ଓ ବିମାନ ଆକ୍ରମଣ ପାଇଁ ପାକିସ୍ତାନକୁ କଡା ନିନ୍ଦା କଲା ଭାରତ
Comments are closed.