Latest Odisha News

BREAKING NEWS

Cyclone Akvan: ଅକଭାନ ପାଇଁ ଟ୍ରେନ୍ ଚଳାଚଳରେ ସମୟ ପରିବର୍ତ୍ତନ କଲା ପୂର୍ବତଟ ରେଳପଥ; ବିଳମ୍ବରେ ଚାଲିବ ଏକ୍ସପ୍ରେସ୍ ଓ ମେମୁ

ଭୁବନେଶ୍ୱର :ରେଳ ଯାତ୍ରୀମାନେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ନିଜ ଟ୍ରେନର ସମୟ, ସ୍ଥିତି ଯାଞ୍ଚ କରିବାକୁ ପରାମର୍ଶ ଦେଇଛନ୍ତି ପୂର୍ବତଟ ରେଳପଥ । ବାତ୍ୟା ଆକଭାନକୁ ଦୃଷ୍ଟିରେ ରଖି ଟ୍ରେନ୍ ଚଳାଚଳରେ ସମୟ ପରିବର୍ତ୍ତନ କରିଛି ପୂର୍ବତଟ ରେଳପଥ । ଏଥିରେ ଦୁଇଟି ତାଲିକାରେ ମୋଟ ୨୩ଟି ଟ୍ରେନ୍‌ର ସମୟ ପୁନଃନିର୍ଦ୍ଧାରଣ ଓ ନିୟନ୍ତ୍ରଣ ସମ୍ପର୍କରେ ସୂଚନା ଦେଇଛି ପୂର୍ବତଟ ରେଳପଥ । ଏହି ପରିବର୍ତ୍ତନ ନଭେମ୍ବର ୧୯ ଓ ୨୦ରେ ଯାତ୍ରା କରିବାକୁ ଥିବା ନିର୍ଦ୍ଧାରିତ ଟ୍ରେନ୍ ଚଳାଚଳକୁ ପ୍ରଭାବିତ କରିବ ।

ଟ୍ରେନ୍ ନମ୍ବର ୧୮୫୧୫ ବିଶାଖାପାଟଣା–କିରଣ୍ଡୁଲ୍ ଏକ୍ସପ୍ରେସ, ଟ୍ରେନ୍ ନମ୍ବର ୧୮୫୧୬ କିରଣ୍ଡୁଲ୍–ବିଶାଖାପାଟଣା ଏକ୍ସପ୍ରେସ୍ ଉଭୟ ନଭେମ୍ବର ୧୯ ଓ ୨୦ରେ ବାତିଲ୍ ରହିବ ।

ବିଳମ୍ବରେ ଚାଲିବ ଏକ୍ସପ୍ରେସ୍ ଓ ମେମୁ ଦେଖନ୍ତୁ ଲିଷ୍ଟ ।

1) ୧୫୨୨୭ SMVB–MFP ଏକ୍ସପ୍ରେସ୍ – ୮ ଘଣ୍ଟା ବିଳମ୍ବ

2) ୧୮୦୪୬ CHZ–SHM ଇଷ୍ଟକୋଷ୍ଟ ଏକ୍ସପ୍ରେସ୍ – ୭ ଘଣ୍ଟା ବିଳମ୍ବ

3) ୨୦୮୩୮ JNRD–BBS ସୁପରଫାଷ୍ଟ – ୭ ଘଣ୍ଟା ବିଳମ୍ବ

4) ୨୨୫୦୩ ବିବେକ ଏକ୍ସପ୍ରେସ୍ – ୫ ଘଣ୍ଟା ବିଳମ୍ବ

5) ୨୨୯୭୩ ଗାନ୍ଧୀଧାମ–ପୁରୀ ସୁପରଫାଷ୍ଟ – ମାର୍ଗରେ ନିୟନ୍ତ୍ରିତ

6) ୨୦୮୦୭ ବିଶାଖାପାଟଣା–ଅମୃତସର ହୀରାକୁଦ ଏକ୍ସପ୍ରେସ୍ – ୫ ଘଣ୍ଟା ୩୦ ମିନିଟ୍

7) ୧୮୪୪୮ ଜଗଦଲପୁର–ଭୁବନେଶ୍ୱର ସ୍ପେଶାଲ – ୫ ଘଣ୍ଟା ବିଳମ୍ୱ

8) ୬୮୪୪୬ ପାରାଦୀପ–କଟକ ପାସେଞ୍ଜର

9) ୬୮୪୩୪ ଗୁଣୁପୁର–କଟକ ମେମୁ – ୩ ଘଣ୍ଟା ୩୦ ମିନିଟ ବିଳମ୍ବ

10) ୧୨୨୪୬ SMVB–HWH ଦୁରନ୍ତୋ – ୨ ଘଣ୍ଟା ୩୦ ମିନିଟ୍ ବିଳମ୍ବ

11) ୧୨୭୦୪ SC–HWH ଫଲକନୁମା ଏକ୍ସପ୍ରେସ୍ – ୨ ଘଣ୍ଟା ବିଳମ୍ବ

12) ୬୮୪୨୦ ପାରାଦୀପ–ଭୁବନେଶ୍ୱର ମେମୁ

13) ୧୨୬୬୩ HWH–TPJ ସୁପରଫାଷ୍ଟ – ୮ ଘଣ୍ଟା.

14) ୨୦୮୪୧ ଭୁବନେଶ୍ୱର–ବିଶାଖାପାଟଣା ବନ୍ଦେ ଭାରତ – ୩ ଘଣ୍ଟା ୩୦ ମିନିଟ୍.

15) ୧୨୮୬୩ HWH–SMVB ସୁପରଫାଷ୍ଟ – ୩ ଘଣ୍ଟା ବିଳମ୍ବ .

16) ୧୮୪୬୩ ଭୁବନେଶ୍ୱର–ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସ୍ – ୩ ଘଣ୍ଟା ୩୦ ମିନିଟ ବିଳମ୍ବ .

17) ୧୮୦୪୭ SHM–VSG ଅମରାବତୀ ଏକ୍ସପ୍ରେସ୍ – ୩ ଘଣ୍ଟା.

18) ୧୮୧୧୭ ରାଉରକେଲା–ଗୁଣୁପୁର ରାଜ୍ୟରାଣୀ ଏକ୍ସପ୍ରେସ୍ – ୨ ଘଣ୍ଟା.

19) ୧୨୮୩୯ HWH–MAS ମେଲ୍ – ୨ ଘଣ୍ଟା ୩୦ ମିନିଟ୍.

20) ୨୨୬୪୪ PNBE–ERS ସୁପରଫାଷ୍ଟ – ୨ ଘଣ୍ଟା.

21) ୨୨୮୧୯ ଭୁବନେଶ୍ୱର–ବିଶାଖାପାଟଣା ଇଣ୍ଟରସିଟି – ୨ ଘଣ୍ଟା

22) ୧୫୬୪୬ SCL–CHZ ଏକ୍ସପ୍ରେସ୍ – ୧ ଘଣ୍ଟା.

23) ୦୮୦୪୫ SHM–CHZ ସ୍ପେଶାଲ

 

Leave A Reply

Your email address will not be published.