ତ୍ରିଭେନ୍ଦ୍ର ସରକାର ପ୍ରଥମ ଥର ପାଇଁ ଆରମ୍ଭ କଲେ ‘ଭକ୍ତଦର୍ଶନ ପୁରସ୍କାର’ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମିଳିବ ଏହି ସମ୍ମାନ
ନୂଆଦିଲ୍ଲୀ: ତ୍ରିଭେନ୍ଦ୍ର ସରକାର ପ୍ରଥମ ଥର ପାଇଁ ‘ଭକ୍ତଦର୍ଶନ ପୁରସ୍କାର’ ଆରମ୍ଭ କରିଛନ୍ତି। ଆଜି ସିଏମ୍ ତ୍ରିବେନ୍ଦ୍ର ସିଂ ରାୱତ ଡୁନ୍ ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଚାରିଜଣ ଶିକ୍ଷକଙ୍କୁ ଏହି ପୁରସ୍କାର ପ୍ରଦାନ କରିବେ। ସୂଚନାଯୋଗ୍ୟ ଏହି ପୁରସ୍କାର ଗଢୱାଲର ସାଂସଦ ରହିଥିବା ଭକ୍ତଦର୍ଶନ ନାମରେ ଏହି ପୁରସ୍କାର ପ୍ରଦାନ ଆରମ୍ଭ ହୋଇଛି। ପ୍ରତିବର୍ଷ ଉଚ୍ଚଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ।
Comments are closed.