Latest Odisha News

୭୦ଘଣ୍ଟା ପ୍ଲେ ଟାଇମ୍ ସହିତ ଲଞ୍ଚ ହେଲା ଏହି ଇୟରବଡ୍ସ , ପ୍ରାଇସ ମାତ୍ର ୧୨୯୯

ନୂଆଦିଲ୍ଲୀ: ଟ୍ରୁକ୍ ନିଜର ଲାଟେଷ୍ଟ ଟ୍ରୁ ୱାୟାରଲେସ୍ ଇୟରବଡ୍ସ  ‘ବଡ୍ସ ଇକୋ ( Buds Echo)’ କୁ ଭାରତରେ ଲଞ୍ଚ କରିଛି । ଏଥିରେ ସ୍ୱତନ୍ତ୍ର ୨୪-ବିଟ୍ ସ୍ପେସାଲ୍ ଅଡିଓ ଟେକ୍ନୋଲୋଜି ରହିଛି । ଏହି ନୂତନ ଇୟରବଡ୍ସ ଉପରେ ଏକ ପର୍ଲ ଏସେନ୍ସି ଫିନିଶ୍ ଏବଂ ଟ୍ରାନ୍ସପେରେଣ୍ଟ କେସ୍ ସହିତ, ବଡ୍ସ ଇକୋକୁ ଏକ ସ୍ଲିକ୍ ଏବଂ ମର୍ଡନ ଲୁକ୍ ଦିଆଯାଇଛି ।

ଭାରତରେ ଫେବୃଆରୀ ୧୮ ତାରିଖରୁ ବଡ୍ସ ଇକୋର ସେଲ୍ ଆରମ୍ଭ ହେବ । Amazon.in, Flipkart, and Truke.inରୁ ଆପଣମାନେ ୧୪୯୯ ଟଙ୍କା ଦେଇ କିଣି ପାରିବେ । କିନ୍ତୁ ନୂଆ ଗ୍ରାହକମାନେ ୧୨୯୯ ଟଙ୍କା ଲଞ୍ଚ ମୂଲ୍ୟରେ କିଣି ପାରିବେ ।

ଏହି ଇୟରବଡ୍ସ ଚାର୍ଜିଂ କେସ୍  ସହିତ ମୋଟ୍ ୭୦ ଘଣ୍ଟାର ପ୍ଲେଟାଇମ୍ ଦେଉଛି । ଏହି ଇୟରବଡ୍ସ ରେ ୪୦ ms ଅଲ୍ଟ୍ରା-ଲୋ ଲାଟେନ୍ସୀ ଅଛି, ଯାହା ଗେମର ଏବଂ ଭିଡିଓ ଦେଖିବା ପାଇଁ ପରଫେକ୍ଟ । ଏଥିରେ ବାର ମାସର ୱାରେଣ୍ଟି ପାଇବେ । ଭାରତରେ ଏହାର ୩୫୦ରୁ ଅଧିକ ସର୍ଭିସ ସେଣ୍ଟର ଅଛି ।

୨୪-ବିଟ୍ ସ୍ପେସାଲ୍ ଅଡିଓ ଟେକ୍ନୋଲୋଜି ସୁନିଶ୍ଚିତ କରେ ଯେ, ପ୍ରତ୍ୟେକ ଟ୍ବିନ୍ ଏବଂ ନୋଟ୍ ଏସପେସ୍ନାଲ୍ କ୍ବାଲିଟି ସହିତ ରିପ୍ରଡ୍ୟୁସ୍ ହେଉ, ଯାହା ଏକ ଥ୍ରି-ଡାଇମେନସ୍ନାଲ୍ ଲିସିନିଂ ଏକ୍ସପେରିଏନ୍ସ କ୍ରିଏଟ୍ କରିଥାଏ ।

PureVoice ENC ସହ କ୍ବାଡ୍ ମାଇକ୍ ରହିଛି ,ବଡ୍ସ ଇକୋ ( Buds Echo) କଲ୍ ସମୟରେ ବ୍ୟାକଗ୍ରାଉଣ୍ଟ ନଏଜକୁ କମ୍ କରିଥାଏ । ଏହି ବଡ୍ସରେ ଡବଲ୍ ଡିଭାଇସ୍ କନେକ୍ଟିଭିଟି ପ୍ରଦାନ କରାଯାଇଛି । ଆପଣ କଲ୍, ମ୍ୟୁଜିକ୍ ଏବଂ କାର୍ଯ୍ୟ ସମ୍ବନ୍ଧୀୟ ଉପକରଣକୁ ସୁଇଚ୍ କରି ପାରିବେ ।

୩୬୦ ସ୍ପେସିୟଲ ଅଡିଓ ଏକ୍ସପେରିୟନ୍ସ ପ୍ରଦାନ କରେ, ଯାହା ଲିସନରଙ୍କ ଚାରିପାଖରେ ଇମର୍ସିଭ୍ ସାଉଣ୍ଡ କନଫର୍ମ କରେ ।

Comments are closed.