ମୁମ୍ବାଇ: ବହୁ ଦିନ ପରେ ପୁଣି ଥରେ ବଲିଉଡକୁ କମ୍ବ୍ୟାକ୍ କରିଛନ୍ତି ମେଲୋଡିଅସ୍ ସିଙ୍ଗର ଅଦ୍ନାନ୍ ସମୀ । ଲଂଚ ହୋଇଛି ତାଙ୍କ ମ୍ୟୁଜିକ ଭିଡିଓ ଆଲବମ୍ ‘ତୁ ୟାଦ୍ ଆଏ’ । ଏହି ଗୀତରେ ଅଦ୍ନାନଙ୍କ ପୁଣି ଥରେ ରୋମାଂଟିକ ଅନ୍ଦାଜ ଦେଖିବାକୁ ମିଳିଛି । ସେ ନିଜଠୁ ୧୯ ବର୍ଷ ସାନ ଅଭିନେତ୍ରୀ ଅଦା ଶର୍ମାଙ୍କ ସହ ରୋମାନ୍ସ କରୁଥିବା ନଜର ଆସିଛନ୍ତି ।
ଗୀତଟିକୁ ବେଶ୍ ରୋମାଂଟିକ ଅନ୍ଦାଜରେ ଗାଇଛନ୍ତି ଅଦ୍ନାନ ସମୀ । ଏଥିସହ ପୁଣି ଥରେ ପିଆନୋ ଏବଂ ମୃଦଙ୍ଗ ସହ ତାଙ୍କର ଜବରଦସ୍ତ ତାଳମେଳ ମଧ୍ୟ ଦେଖିବାକୁ ମିଳିଛି । ଗୀତକୁ କମ୍ପୋଜ କରିଛନ୍ତି କୁନାଲ ବର୍ମା । ଦର୍ଶକଙ୍କୁ ଏହି ଗୀତଟି ବେଶ୍ ପସନ୍ଦ ମଧ୍ୟ ଆସିଛି । ରିଲଜ ହେବାର କିଛି ଘଂଟା ମଧ୍ୟରେ ହିଁ ଗୀତଟି ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
BREAKING NEWS
- ଜାତିସଂଘ ଉପରେ ବିଶ୍ୱାସ ଅଛି, ଟ୍ରମ୍ପଙ୍କ ଶାନ୍ତି ବୋର୍ଡ ଦରକାର ନାହିଁ: ସ୍ପେନ
- ରାଉରକେଲା ବିମାନ ଦୁର୍ଘଟଣା: ପାଇଲଟ ତରୁଣ ଶ୍ରୀବାସ୍ତବ ସୁସ୍ଥ ହୋଇ ଫେରିଲେ
- ସୁଯୋଗ ହାତଛଡା କରୁଛନ୍ତି ସଞ୍ଜୁ ସାମସନ
- ‘Border 2’ ରିଲିଜ ପରେ ମନକଥା କହିଲେ ଦିଲଜିତ୍…
- ଫିଟ ଅଛନ୍ତି ତ ବୁମରାହ, ଚିନ୍ତା ବଢ଼ାଇଲା
- Maoists Surrender: ୪୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବା ୯ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ
- ବିଜେଡି ଛାଡ଼ି ବିଜେପିରେ ମିଶିଲେ ପାଟଣାଗଡ଼ ଏନ୍ଏସି ଉପାଧ୍ୟକ୍ଷଙ୍କ ସମେତ ୭ କାଉନ୍ସିଲର
- ଧାନ ସଂଗ୍ରହରେ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାଗୁଡ଼ିକ ବହୁତ ପଛରେ: ବିଜେଡି
- ଦୁନିଆରେ ମାନବ ସମାଜ ଠାରୁ ଅଧିକ ହେବ ରୋବୋଟ ସଂଖ୍ୟା..
- ବାଂଲାଦେଶ ବିପକ୍ଷରେ ଆଇସିସି ନେଇପାରେ କଠୋର କାର୍ଯ୍ୟାନୁଷ୍ଠାନ
Comments are closed.