ଭୁବନେଶ୍ୱର: ଓଡ୍ରାଫ୍ ବୋଟ୍ ଦୁର୍ଘଟଣାରେ ଓଟିଭି ଚିଫ୍ ରିପୋର୍ଟର ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ । ଅରିନ୍ଦମଙ୍କ ମୃତ୍ୟୁ ନେଇ ଏସସିବି ଜରୁରୀକାଳୀନ ଅଧିକାରୀ ସୂଚନା ଦେଇଛନ୍ତି। ମହାନଦୀରେ ଅପରେସନ ବେଳେ ବୋଟ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବୋଟ୍ ଓଲଟିଲା ପରେ ଦେଶୀ ଡଙ୍ଗା ସାହାଯ୍ୟରେ ଅରିନ୍ଦମ୍ ଓ ପ୍ରଭାତ ସିହ୍ନାଙ୍କୁ ଉଦ୍ଧାର କରାଯାଇଥିଲା। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଏସସିବିରେ ଭର୍ତ୍ତି କରାଯାଇଥିଲା । ଅରିନ୍ଦମଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ପ୍ରଭାତଙ୍କ ଅବସ୍ଥା ଗୁରୁତର ରହିଛି।
BREAKING NEWS
- ‘Speaker of the Knesset Medal’ upon PM Modi: ପ୍ରଧାନମନ୍ତ୍ରୀ ମୋଦୀଙ୍କ ବେକରେ ଇସ୍ରାଏଲର ସର୍ବୋଚ୍ଚ ସମ୍ମାନ, ‘ସ୍ପିକର୍ ଅଫ ଦ ନେସେଟ୍’ ପଦକ ପାଇବାରେ ପ୍ରଥମ ଭାରତୀୟ ବନିଲେ…
- India’s Modi tells Israel’s Knesset: ଆତଙ୍କବାଦ, ବାଣିଜ୍ୟ ଏବଂ ଭାରତ-ଇସ୍ରାଏଲ ସମ୍ପର୍କ… ଇସ୍ରାଏଲୀ ସଂସଦରୁ ବିଶ୍ୱକୁ ୧୦ ପ୍ରମୁଖ ବାର୍ତ୍ତା ଦେଲେ ପିଏମ ମୋଦୀ
- Shree Jagannath Temple In Prayagraj: ତ୍ରିବେଣୀ ସଙ୍ଗମରେ ଶ୍ରୀଜଗନ୍ନାଥ ମନ୍ଦିର ଉଦଘାଟିତ, ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଲେ ପ୍ରଶଂସା
- ୨୫ କୋଟିର ଅଫିମ ଗଛ ନଷ୍ଟ କଲା ଅବକାରୀ ବିଭାଗ
- Jagannath Temple in Prayagraj: ପ୍ରୟାଗରାଜରେ ଶ୍ରୀଜଗନ୍ନାଥ ମନ୍ଦିର ଉଦ୍ଘାଟିତ;ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଯୋଗଦାନ
- ଏହି ଅଞ୍ଚଳ ପାଇଁ ସ୍ୱତନ୍ତ୍ର ନିର୍ମାଣ ନିୟମାବଳୀ;ଛୋଟ ଜମିରେ ଗୃହ ନିର୍ମାଣ କରୁଥିବା ବ୍ୟକ୍ତି ହେବେ ଉପକୃତ
- Speaker of the Knesset Medal: ପିଏମ୍ ମୋଦୀଙ୍କୁ ଇସ୍ରାଏଲର ସର୍ବୋଚ୍ଚ ସଂସଦୀୟ ସମ୍ମାନ
- Maoists In Kandhamal: ଆତ୍ମସମର୍ପଣ କରିବାକୁ ଚାହୁଁଥିବା ମାଓବାଦୀଙ୍କୁ ହତ୍ୟା; ମୃତଦେହ ମାଟିରୁ ଖୋଳି ବାହାର କଲେ…
- ଆୟୋଜକ ଶ୍ରୀଲଙ୍କା ବିଦା, ରବୀନ୍ଦ୍ରଙ୍କୁ ୪ ୱିକେଟ
- FIH Pro League 2025-26: ଅଷ୍ଟ୍ରେଲିଆକୁ ହରାଇ ପ୍ରଥମ ବିଜୟ ହାସଲ କଲା ଭାରତ
Comments are closed.