Latest Odisha News

ତ୍ୱଚା ତେଲିଆ ହେଉଥିଲେ କରନ୍ତୁ ଏହି ସବୁ ଉପଚାର

ଭୁବନେଶ୍ୱର: ବର୍ଷାଦିନେ ତେଲିଆ ତ୍ୱଚାର ବ୍ୟକ୍ତିମାନଙ୍କର ବହୁତ ସମସ୍ୟା ଦେଖା ଦେଇଥାଏ। ଆସନ୍ତୁ ଜାଣିବା କଣ କଲେ ଦୂରହୋଇ ପାରିବ ଏହି ସବୁ ସମସ୍ୟା

ତ୍ୱଚାର ଲୋମଛିଦ୍ରକୁ ସର୍ବଦା ତୈଳମୁକ୍ତ ରଖିବାକୁ ଚେଷ୍ଟା କରନ୍ତୁ।

ମୁହଁକୁ ସଫା କରିବା ପାଇଁ ଆଷ୍ଟ୍ରିଜେଣ୍ଟ୍ ଟୋନର ବ୍ୟବହାର କରନ୍ତୁ।

କ୍ଲିଞ୍ଜରରେ ମୁହଁକୁ ଦିନକୁ ୨ ଥର ଧୁଅନ୍ତୁ।

ଗୋଲାପ ମିଶିଥିବା ସ୍କିନ୍ ଟୋନର ମଧ୍ୟ ଲଗାଇପାରିବେ।

ମୁହଁରେ ଧଳା ଦାଗ ଥିଲେ ଫେସିଆଲ୍ ସ୍କ୍ରବ୍ ଲଗାନ୍ତୁ। କିନ୍ତୁ ମୁହଁରେ ବ୍ରଣ କିମ୍ବା ଆଲର୍ଜି ହୋଇଥିଲେ ସ୍କ୍ରବ୍ର ବ୍ୟବହାର କରନ୍ତୁ ନାହିଁ।

Comments are closed.