Latest Odisha News

BREAKING NEWS

ରାଜ କିଶୋର ଦାଶଙ୍କ ‘ଅଦ୍ବେତ ଦୃଷ୍ଟି ତତ୍ତ୍ୱବୋଧ’ ଓ ‘ଝାପସା ସତ ଝାପସା ମିଛ’ ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ କବି ରାଜ କିଶୋର ଦାଶଙ୍କ ରଚିତ ‘ଅଦ୍ବେତ ଦୃଷ୍ଟି ତତ୍ତ୍ୱବୋଧ’ ଓ ‘ଝାପସା ସତ ଝାପସା ମିଛ’ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଉନ୍ମୋଚିତ ହୋଇଯାଇଛି ।

ଶ୍ରୀରାମ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜୟା ନନ୍ଦ କର ମୁଖ୍ୟ ଅତିଥି , ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ମୁଖ୍ୟ ବକ୍ତା , ସୁନୀଲ କୁମାର ଦାସ ସମ୍ମାନିତ ଅତିଥି ଭାବରେ ଏବଂ ନୃସିଂହ ଷଡ଼ଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ ।

ଉଭୟ ପୁସ୍ତକ ବିପୁଳ ପାଠକୀୟ ଆଦୃତି ପାଇବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

Leave A Reply

Your email address will not be published.