Latest Odisha News

BREAKING NEWS

ଇଣ୍ଟରନେଟ୍‌ ସେନ୍ସେସନ୍‌ ପାଲଟିଛି ସମୁଦ୍ର କୂଳରେ ଦୁଇ କୁକୁରଙ୍କ ବେଲୁନ୍‌ ଖେଳ

ନୂଆଦିଲ୍ଲୀ: ସମୁଦ୍ର କୂଳରେ ଏକ ବେଲୁନ୍ ସହିତ ଖେଳୁଥିବା ଦୁଇଟି କୁକୁରର ଏକ ସମ୍ପୂର୍ଣ୍ଣ ଆକର୍ଷଣୀୟ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି। ଏହାକୁ ‌ଦେଖିଲା ପରେ ଆପଣଙ୍କୁ ନିଶ୍ଚିତ ଭାବରେ ହସ ଲାଗିବ। ଏହି ସର୍ଟ କ୍ଲିପ୍ ଟ୍ୱିଟରରେ BRFC ହପକିନ୍ସ ପୋଷ୍ଟ କରାଯାଇଥିଲା ଏବଂ ଏପର୍ଯ୍ୟନ୍ତ ଏହାକୁ ପ୍ରାୟ ୩୦୦୦ ଥର ଦେଖାଯାଇଛି।

ସର୍ଟ କ୍ଲିପ୍‌ରେ, ଦୁଇଟି କୁକୁର ସୂର୍ଯ୍ୟାସ୍ତ ସମୟରେ ବେଲୁନ୍ ସହିତ ସମୁଦ୍ର କୂଳରେ ଖେଳୁଥିବା ନଜର ଆସିଛନ୍ତି। ଏହି ସର୍ଟ କ୍ଲିପ୍ ଏବେ ଇଣ୍ଟରନେଟ୍‌ ସେନ୍ସେସନ୍‌ ପାଲଟିଛି। ଏହି ଭିଡିଓକୁ ଅନେକ ଲାଇକ୍ ମିଳିବା ସହ ରିଟ୍ୱିଟ କରାଯାଇଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.