ନୂଆଦିଲ୍ଲୀ: କ୍ରିକେଟର ବାଇବେଲ ଭାବେ ପରିଚିତ ୱିଜଡେନ ମଙ୍ଗଳବାର ସର୍ବକାଳୀନ ଶ୍ରେଷ୍ଠ ଟି୨୦ ଏକାଦଶ ଚୟନ କରିଛି । ଭାରତକୁ ୨ଥର ବିଶ୍ୱକପ ଜିତାଇଥିବା ମହେନ୍ଦ୍ର ସିଂ ଧୋନୀଙ୍କୁ ଦଳର ଅଧିନାୟକ ଭାବେ ଚୟନ କରିଛି । ଅନ୍ୟ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ବିରାଟ କୋହଲିଙ୍କୁ ମଧ୍ୟ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିଛି । ଏହି ଟିମରେ ୬ଜଣ ଏସୀୟ ଖେଳାଳି ସୁଯୋଗ ପାଇଛନ୍ତି । ସେମାନଙ୍କ ମଧ୍ୟରେ ୪ଜଣ ବୋଲର ରହିଛନ୍ତି ।
ୱିଜଡେନ ସର୍ବକାଳୀନ ଶ୍ରେଷ୍ଠ ଏକାଦଶ: କ୍ରିସ ଗେଲ୍, ମାହେଲା ଜୟବର୍ଦ୍ଧନେ, ବିରାଟ କୋହଲି, କେଭିନ ପିଟରସନ, ମାର୍ଲନ ସାମୁଏଲ୍ସ, ମାଇକ ହସୀ, ଏମଏସ ଧୋନୀ (ଅଧିନାୟକ), ଶାହୀଦ ଆଫ୍ରିଦୀ, ଲାସିଥ ମାଲିଙ୍ଗା, ଉମର ଗୁଲ, ସଏଦ ଆଜମଲ ।
BREAKING NEWS
- ଆଇଏଫଏସ ଅଧିକାରୀ କେ.ମୁରୁଗେସାନ୍ ହେଲେ ନୂଆ ପିସିସିଏଫ
- Puri Drowning: ଚକ୍ରତୀର୍ଥ ରୋଡ୍ ସମୁଦ୍ରରେ ବୁଡ଼ି ମାଆ,ପୁଅଙ୍କ ମୃତ୍ୟୁ; ଉଭୟ ଝାଡ଼ଖଣ୍ଡର…
- ହାତୀ ମୃତ୍ୟୁ ମାମଲା; ଏସିଏଫ ସୂର୍ଯ୍ୟକାନ୍ତ ବେହେରା ନିଲମ୍ବିତ
- ରଣଜୀ ଟ୍ରଫି: ଓଡିଶା ୨୨୧ ରନରେ ଅଗ୍ରଣୀ
- ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦିବଙ୍ଗତ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ର
- ଲାଞ୍ଚ ନେଇ ବନ୍ଧା ହେଲେ ପଶୁଚିକିତ୍ସା କାର୍ଯ୍ୟାଳୟର କର୍ମୀ
- ମାଓ ସଂଗଠନ ପାଇଁ ଅଡିଓ ବାର୍ତ୍ତା ଜାରି କଲେ ଡିଜିପି; ସରେଣ୍ଡର ପାଇଁ ଏହି ଫୋନ୍ ନଂରେ ଯୋଗାଯୋଗ କରନ୍ତୁ…
- ମହିଳା ଚଳାଇବେ ଆମ ବସ୍, ଟ୍ରେନିଂ ପାଇଁ ଗଲେ ପୁଣେ
- କାଙ୍ଗାଳ ପାକିସ୍ତାନର ନିଚ୍ଛକ ସତ, ଇଜ୍ଜତ ବିକି ମାଗୁଛି କରଜ
- ପ୍ରଥମ ରାଷ୍ଟ୍ରପତି ଭାବେ ମା’ ବିରଜାଙ୍କୁ ଦର୍ଶନ କରିବେ ଦ୍ରୌପଦୀ ମୁର୍ମୁ
Comments are closed.