ଭୁବନେଶ୍ବର: ସୁନ୍ଦରଗଡ ଜିଲ୍ଲାର ବିଜେଡି ନେତା ନିଲମ୍ବିତ । ଦଳବିରୋଧୀ କାର୍ଯ୍ୟ ପାଇଁ ଉଭୟଙ୍କୁ ନିଲମ୍ବନ କରିଛନ୍ତି ଦଳୀୟ ସଭାପତି । ଏନେଇ ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଏକ ବିଜ୍ଞପ୍ତି ଜାରି କରି କହିଛନ୍ତି । ନିଲମ୍ବିତ ଦୁଇ ବିଜେଡି ନେତା ହେଲେ ଅମରେଶ ପଣ୍ଡା ଓ ବିନୟ ପଣ୍ଡା ।
BREAKING NEWS
- ଡୋମିନିକାର ସର୍ବୋଚ୍ଚ ଜାତୀୟ ସମ୍ମାନ ହାତେଇଲେ ପ୍ରଧାନମନ୍ତ୍ରୀ ମୋଦି
- ଆତଙ୍କବାଦୀ ଛାନିଆ: ଏକାଧିକ ସ୍ଥାନରେ ଏନଆଇଏର ଚଢାଉ
- ରାସ୍ତାପାର ହେବା ବେଳେ ମହିଳାଙ୍କ ଉପରେ ଚଢ଼ିଗଲା ଟ୍ରକ୍
- କ’ଣ ଏହି କୋଲ୍ଡ ମୁନ୍? କେବେ ଓ କେଉଁଠି ନଜର ଆସିବ..
- ଶପଥ ନେଲେ ଦେଶର ନୂତନ ସିଏଜି କେ. ସଞ୍ଜୟ ମୂର୍ତ୍ତି
- ହିଂମାଶୁଙ୍କ ସାଂଘାତିକ ଅଭିଯୋଗ, ବବିଙ୍କ କଥାରେ…
- ସମୁଦ୍ରରେ ପାଟ୍ରୋଲିଂ ସମୟରେ ବନବିଭାଗର ଟ୍ରଲର ଚାଳକଙ୍କ ମୃତ୍ୟୁ
- ଏ ହେଉଛି ଦେଶର ବହୁ ଚର୍ଚ୍ଚିତ ଦଙ୍ଗା, ଯେଉଁଥିରେ ଯାଇଥିଲା ହଜାର ହଜାର ଲୋକଙ୍କ ଜୀବନ
- ଗୌତମ ଆଦାନୀଙ୍କ ଉପରେ ଠକେଇ ଅଭିଯୋଗ ଲଗାଇଲା ଆମେରିକା
- ‘ଓଡିଶାର ସର୍ଦ୍ଦାର ପଟେଲ ଥିଲେ ମହତାବ’
Comments are closed.