ଯାଜପୁର : ଯାଜପୁରରେ ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ ପଡିଲା ମହଙ୍ଗା । ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ ଅଭିଯୋଗରେ ଦୁଇ ଜଣ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି । ପଞ୍ଚାୟତ ନିର୍ବାଚନରେ ଦୁଇ ଜଣ ଶିକ୍ଷକ ନିର୍ବାଚନ କମିସନଙ୍କ ଗାଇଡଲାଇନକୁ ଅବମାନନା କରୁଥିଲେ । ଏହି ଅଭିଯୋଗରେ ଦୁଇ ଜଣ ଶିକ୍ଷକଙ୍କୁ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ନିଲମ୍ବନ କରିଛନ୍ତିା ଦୁଇ ଜଣ ଶିକ୍ଷକ ହେଉଛନ୍ତି ବରୀ ବ୍ଲକ ନୋଡାଲ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ କୁମାର ଚନ୍ଦ୍ର ଶୁକ୍ଲା ଓ ସେରପୁର ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ନକୁଳ ଚନ୍ଦ୍ର ରାଉତ ବୋଲି ସୂଚନା ମିଳିଛି ।
BREAKING NEWS
- ସ୍ବାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସଙ୍କୁ ଗିରଫ କଲା ପୋଲିସ
- ଛତିଶଗଡ଼ରେ ନିର୍ବାଚନୀ ହିଂସା: କଂଗ୍ରେସ ନେତା ବିକ୍ରମ ବେସଙ୍କୁ ଗୁଳି କରି ହତ୍ୟା
- କୋଚ ପଦ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କଲା ବିସିସିଆଇ
- ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନାଁରେ ଫେକ୍ ଫଟୋ ଭାଇରାଲ୍
- ଦିଲ୍ଲୀର ୪ଟି ହସ୍ପିଟାଲକୁ ବୋମାରେ ଉଡାଇଦେବାକୁ ଧମକ, ବଢିଲା ସୁରକ୍ଷା ବ୍ୟବସ୍ଥା
- ନିର୍ବାଚନ ଡ୍ୟୁଟି ସାରି ଫେରୁଥିଲେ ଶିକ୍ଷକ, ଦୁର୍ଘଟଣାରେ ଚାଲିଗଲା ଜୀବନ
- ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ମାମଲା: ସୁପ୍ରିମକୋର୍ଟରୁ ବାବା ରାମଦେବ ଓ ବାଲକ୍ରିଷ୍ଣାଙ୍କୁ ଆଶ୍ୱସ୍ତି
- ୧୬ ବର୍ଷ ହେବ ଏହି ମହିଳା କିଛି ଖାଇ ନାହାନ୍ତି
- ସୋର ବିଧାନସଭା ପ୍ରାର୍ଥୀ ବଦଳାଇଲା ବିଜେପି, ପର୍ଶୁରାମ ଧଡ୍ଡାଙ୍କୁ ପ୍ରାର୍ଥୀ ଘୋଷଣା କଲା ଦଳ
- ଆଇପିଏଲ: ଏହି ୪ ଜଣଙ୍କ ହାତରୁ ଯାଇପାରେ ଅଧିନାୟକ ଦାୟିତ୍ୱ
Comments are closed, but trackbacks and pingbacks are open.