Latest Odisha News

BREAKING NEWS

Browsing

Gallery

ଆସୁଛି ରାକ୍ଷୀ ପୂର୍ଣ୍ଣିମା : ବଜାରରେ ବଢୁଛି ରୁଦ୍ରାକ୍ଷ ରାକ୍ଷୀର ଚାହିଦା

ଭୁବନେଶ୍ବର: ଆସୁଛି ରାକ୍ଷୀ ପୂର୍ଣ୍ଣିମା  । ସ୍ନେହର ଡୋରିରେ ଭାଈର ହାତରେ ରାକ୍ଷୀ ବାନ୍ଧିବ ଉଭଣୀ । ଖଣ୍ଡିଏ ରେଶମୀ ଡୋର ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କର ମୂକସାକ୍ଷୀ ରହିବ। ଆସନ୍ତା ୩୦ ତାରିଖରେ ପାଳିତ ହେବାକୁ ଯାଉଛି  ରାକ୍ଷୀ ପୂର୍ଣ୍ଣିମା। ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଲାଣି ହାଟ,…

୨୩ ବର୍ଷ ତଳେ ଏମିତି ତାଣ୍ଡବ ରଚିଥିଲା ମହାବାତ୍ୟା

ଭୁବନେଶ୍ୱର: ୧୯୯୯ ମସିହା ଅକ୍ଟୋବର ୨୯ ତାରିଖ । ଘଣ୍ଟା ପ୍ରତି ୩୦୦ କିମି ବେଗରେ ସୁ ସୁ ହୋଇ ମାଡ଼ି ଆସୁଥିଲା ପବନ । ଛିନଛତ୍ର କରି ଦେଇଥିଲା ସବୁକିଛି । ୩୦ ଘଣ୍ଟାର ତାଣ୍ଡବ, ପୂରା ଛାରଖାର ହୋଇ ଯାଇଥିଲା ଅର୍ଦ୍ଧାଧିକ ଓଡ଼ିଶା । ଶତାବ୍ଦୀର ସବୁଠୁ ପ୍ରଳୟଙ୍କରୀ ମହାବାତ୍ୟାରେ…

ଗର୍ଭଧାରଣ ବେଳେ ସୁନ୍ଦର ରହିବାକୁ ଚାହୁଁଛନ୍ତି କି, ନିଅନ୍ତୁ ଆଲିଆଙ୍କ ଟିପସ୍

ଗର୍ଭାବସ୍ଥାରେ କେଉଁ ପୋଷାକ ପିନ୍ଧିବେ, କେଉଁ ଫ୍ୟାଶନ ଆପଣେଇବେ, ଯଦି ଆପଣ ଅଫିସ ଯାଆନ୍ତି ତେବେ କେଉଁ ପ୍ରକାର ପୋଷାକ ପିନ୍ଧିବେ ସେନେଇ ନିଶ୍ଚିତ ଚିନ୍ତା କରୁଥିବେ। ତେବେ ଏହି କ୍ଷେତ୍ରରେ ଆପଣ ଆଲିଆ ଭଟ୍ଟଙ୍କ ପ୍ରେଗନେନସି ଲୁକ୍ ଆପଣେଇ ପାରିବେ। ଆଲିଆ ଏହି ଲୁକରେ ବେଶ ସୁନ୍ଦର ଲାଗୁଛନ୍ତି।…

ଲିଫ୍ଟ ଦେବା ବାହାନାରେ ନାବାଳିକାଙ୍କୁ ଦୁଷ୍କର୍ମ

ରାୟପୁର: ପୁଣି ଦୁର୍ଷ୍କମର ଶିକାର ହେଲେ ଜଣେ ନାବାଳିକା। ୧୫ ବର୍ଷିୟ ନାବାଳିକାଙ୍କୁ ତିନି ଜଣ ମିଶି ଦୁଷ୍କର୍ମ କରିଥିବା ଅଭିଯୋଗ। ଏଭଳି ଜଘନ୍ୟ କାଣ୍ଡ ଘଟିଛି ଛତିଶଗଡ଼ର ରାଜନନ୍ଦଗାଁରେ। ପୀଡ଼ିତାଙ୍କ ଅଭିଯୋଗକୁ ଆଧାର କରି ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି। ଅଭିଯୁକ୍ତମାନେ…