ପାଣିରେ ପଡ଼ିଯାଇଥିବା ମୋବାଇଲ ଚାଉଳ ଭିତରେ ରଖିବାକୁ କାହିଁକି କୁହାଯାଏ ? ଜାଣନ୍ତୁ କାରଣ
ଭୁବନେଶ୍ୱର: ଯେତେବେଳେ ମୋବାଇଲ ପାଣିରେ ପଡ଼ିଯାଏ, କୁହାଯାଏ ଯେ ମୋବାଇଲକୁ ଶିଖିଲା ଚାଉଳ ଭିତରେ ରଖିଦେବାକୁ। ଏହାଦ୍ୱାରା ମୋବାଇଫୋନ ଠିକ ହୋଇଯିବ। ହେଲେ ଏହା କେମିତି ସମ୍ଭବ ଯେ ପାଣିରେ ପଡ଼ିଯାଇଥିବା ମୋବାଇଲ ଚାଉଳ ଭିତରେ ରଖିଲେ ଠିକ୍ ହୋଇଯିବ । କୁହାଯାଏ ପାଣିରେ ପଡ଼ିଯାଇଥିବା ମୋବାଇ…