Latest Odisha News

BREAKING NEWS

ନଭେମ୍ବର ୧ରୁ ୟୁଜି ଏବଂ ପିଜି ପ୍ରଥମ ବର୍ଷ ପାଠପଢା ଆରମ୍ଭ

ନୂଆଦିଲ୍ଲୀ: ୨୦୨୦-୨୧ ଶିକ୍ଷା ବର୍ଷ ଅଣ୍ଡରଗ୍ରାଜୁଏଟ୍ (ୟୁଜି) ଏବଂ ପୋଷ୍ଟଗ୍ରାଜୁଏଟ୍ (ପିଜି) ଲାଗି ସମ୍ଭାବ୍ୟ ଶିକ୍ଷାବର୍ଷ ଘୋଷଣା କରାଯାଇଛି । ଏସମ୍ପର୍କରେ ଟ୍ୱିଟ୍ କରି ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ।

 

ପ୍ରାପ୍ତ ସୂଚନାନୁଯାୟୀ ଅକ୍ଟୋବର ୩୧ସୁଦ୍ଧା ନାମଲେଖା ପ୍ରକ୍ରିୟା ଶେଷ ହେବ । ଯାହା ପରେ ନଭେମ୍ବର ୧ରୁ ପ୍ରଥମ ବର୍ଷ ପାଠପଢା ଆରମ୍ଭ ହେବ ।

ସେହିପରି ମାର୍ଚ୍ଚ ୮ରୁ ୨୬ଯାଏଁ ପ୍ରଥମ ସେମିଷ୍ଟାର ପରୀକ୍ଷା ଅନୁଷ୍ଠିତ ହେବ ।

Leave A Reply

Your email address will not be published.