Latest Odisha News

BREAKING NEWS

ଆସିଲା ‘ନିଶବ୍ଦମ’ର ଟ୍ରେଲର: ଦମଦାର ଲୁକ୍ ରେ ବାହୁବଳୀ ଫେମ୍ ଅନୁଷ୍କା

ମୁମ୍ବାଇ: ଫ୍ଲୋରକୁ ଆସିଲା ବାହୁବଳୀ ଫେମ୍ ଅନୁଷ୍କା ସେଟ୍ଟୀଙ୍କ ‘ନିଶବ୍ଦମ୍’ର ଟ୍ରେଲର । ଏହା ଏକ ସସପେନ୍ହ ଥ୍ରୀଲର ମୁଭି । ଏଥିରେ ଅନୁଷ୍କାଙ୍କୁ ମୁକ ବଧୀର ଭୂମିକାରେ ଦେଖିବାକୁ ମିଳିବ । ଏହି ଫିଲ୍ମରେ ଅନୁଷ୍କାଙ୍କ ସହ ସ୍କ୍ରିନ୍ ସେୟାର କରିଛନ୍ତି ଥ୍ରୀ ଇଡିଏଟ୍ ଫେମ୍ ଆର୍ ମାଧବନ୍ ।

ଆସନ୍ତା ଅକ୍ଟୋବର ୨ରେ ଫିଲ୍ମଟି ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମରେ ରିଲିଜ ହେବ । ଏକ ମର୍ଡର ମିଷ୍ଟ୍ରି ଉପରେ ଫିଲ୍ମଟି ଆଧାରିତ । ଫିଲ୍ମଟି ତାମିିଲ, ତେଲୁଗୁ ଓ ମାଲୟାଲମ ଭାଷାରେ ରିଲିଜ ହେବ ।

Leave A Reply

Your email address will not be published.