ଭୁବନେଶ୍ୱର : ପ୍ରକାଶ ପାଇଲା ମ୍ୟୁନିସପାଲଟି ଓ ଏନଏସିର ଅଧ୍ୟକ୍ଷ ପାଇଁ ସଂରକ୍ଷଣ ତାଲିକା ।୧୦୭ ଟି ପୌର ପରିଷଦ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । । ୧୦୭ ଟି ଆସନରୁ ମହିଳାଙ୍କ ପାଇଁ ୫୪ ଟି ଆସନ ସଂରକ୍ଷିତ ରହିଛି । ୪୨ ଟି ଆସନ ଅଣସଂରକ୍ଷିତ ରହିଛି ।ଏସସିଙ୍କ ପାଇଁ ୮ ଟି ଓ ଏସଟିଙ୍କ ପାଇଁ ୩ ଟି ଆସନ ରହିଛି । ଏସିସି ମହିଳାଙ୍କ ପାଇଁ ୯ ଟି ଆସନ ଓ ଏସଟି ମହିଳାଙ୍କ ପାଇଁ ୫ ଟି ଆସନ ସଂରକ୍ଷିତ ରହିଛି ।ଯଦି ଚିଠା ତାଲିକା ନେଇ କୌଣସି ଅଭିଯୋଗ ରହିଛି । ତେବେ ଆଗାମୀ ୧୫ ଦିନ ଭିତରେ ଅଭିଯୋଗ କରିପାରିବେ।
BREAKING NEWS
- Weather Update: ଆସୁଛି ବଡ଼ ବର୍ଷା: ଏହି ସବୁ ଜିଲ୍ଲାକୁ ଆଲର୍ଟ
- ଖୁବଶୀଘ୍ର ସରୁଛି ଯୁଦ୍ଧ, ଜିତୁଛି ଇସ୍ରାଏ: ପ୍ରଧାନମନ୍ତ୍ରୀ ନେତାନ୍ୟାହୁ
- ସରକାରଙ୍କ ବଡ଼ ନିଷ୍ପତ୍ତି, ଇ-ଚାଲାଣରେ ୫୦ ପ୍ରତିଶତ ରିହାତି
- ଗଛରେ ପିଟିହେଲା ହେଲା କାର୍; ୨ ମୃତ
- ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଓରେଡା ସହକାରୀ ନିର୍ଦ୍ଦେଶକ
- ଗ୍ରୀଷ୍ମ ପ୍ରବାହ ପ୍ରସ୍ତୁତିକୁ ନେଇ ସମୀକ୍ଷା ବୈଠକ; ପ୍ରଭାବିତ ଅଞ୍ଚଳରେ ହେବ ମଡେଲ୍ କୁଲିଂ ସେଲଟରର ବ୍ୟବସ୍ଥା
- ଡାଲମାରୁ ବାହାରିଲା ବିଷାକ୍ତ ସାପ, ୪୦ ଅସୁସ୍ଥ
- ସୁବାସିନୀ ଜେନାଙ୍କ ବାସଭବନ ସମ୍ମୁଖରେ ବିଜୁ ମହିଳା ଜନତା ଦଳର ପ୍ରତିବାଦ
- ବିଲୁପ୍ତପ୍ରାୟ ଶସ୍ୟର ପୁନଃରୁଦ୍ଧାର ପାଇଁ ୨୪୭.୦୨୪ କୋଟି ଟଙ୍କାର ବୁଝାମଣାପତ୍ର ସ୍ଵାକ୍ଷର
- Severe Accident: ଲକ୍ଷ୍ମୀ ବସ୍ ଓ ବୁଲେଟ ମଧ୍ୟରେ ମୁହାଁମୁହିଁ ଧକ୍କା, ୩ ଯୁବକ ମୃତ
Comments are closed.