ପୁରୀ: ପୁରୀରେ ନିର୍ମାଣଧୀନ ଛାତ ଭୁଶୁଡିପଡିଲା ।ପୁରୀ ରେଲଓ୍ବେ ଷ୍ଟେସନରେ ନିର୍ମାଣଧୀନ କୋଠା ଛାତ ଭୁଶୁଡିପଡିଲା । ଘଟଣାସ୍ଥଳରୁ ୪ ଶ୍ରମିକଙ୍କୁ ଆହାତ ଅମସ୍ଥାରେ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ୪ ଶ୍ରମିକଙ୍କୁ ପୁରୀ ବଡ ମଡେକାଲରେ ଭର୍ତ୍ତି କରାଯାଇଛି। ନବନିର୍ମିତ କୋଠାର ଛାତ ପଡିବାବେଳେ ଭୁଶୁଡି ପଡିଲା । ଏହି ବଡ଼ଧରଣର ଅଘଟଣ ରେ ଆଉ କିଛି ଶ୍ରମିକ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ , ଜିଆର୍ପି ଏବଂ ଆରପିଏଫ୍ ବାହିନୀ ମୁତୟନ ରହିଛନ୍ତି । ଘଟଣା ସ୍ଥଳ ପରିଦର୍ଶନ କଲେ ପୁରୀ ଉପଜିଲ୍ଲାପାଳ । କେଉଁ ପରିସ୍ଥିତିରେ ଭୁଶୁଡିଲା ତଦନ୍ତ ହେବ କହିଲେ ଉପଜିଲ୍ଲାପାଳ ।
BREAKING NEWS
- ୨୭ ବର୍ଷ ପରେ ଭାରତ ମାଟିରେ ନ୍ୟୁଜିଲାଣ୍ଡ ଓପନରଙ୍କ କୀର୍ତିମାନ
- ମିଚେଲ, କନୱେ, ନିକୋଲସଙ୍କ ଅର୍ଦ୍ଧଶତକ: ସିରିଜରୁ ଓହରିଲେ ପନ୍ତ
- କିମସରେ ଏଏପିଆଇ ଗ୍ଲୋବାଲ୍ ହେଲଥକେୟାର ସମିଟ୍ ଉଦ୍ଘାଟିତ
- S-400 Squadron: ଭାରତୀୟ ସେନାରେ ସାମିଲ ହେବାକୁ ଯାଉଛି ଆଉ ଏକ ହିରୋ: ପାକିସ୍ତାନ, ଚୀନର ନିଦ ହଜାଇବ ଏହି ପ୍ରତିରକ୍ଷା ପ୍ରଣାଳୀ…
- Home Remedies Cholesterol: କାହିଁକି ବୃଦ୍ଧି ପାଏ କୋଲେଷ୍ଟ୍ରଲ୍?, ଏହାକୁ କମାଇବା ପାଇଁ ଆପଣାନ୍ତୁ ଘରୋଇ ଉପଚାର…
- ରାଉରକେଲା ବିମାନ ଦୁର୍ଘଟଣାରେ ତଦନ୍ତ କରୁଛି AAIB
- ଆସନ୍ତା ୩ ଦିନ ମଧ୍ୟରେ ପୁଣି ବଢିବ ଶୀତ ପ୍ରକୋପ
- Turkman Gate case: ତୁର୍କମାନ ଗେଟ୍ ହିଂସା ମାମଲାରେ ଆଉ ତିନି ଗିରଫ;ଏଯାଏଁ ୧୬ ଗିରଫ…
- Khandagiri Jatra: ଖଣ୍ଡଗିରି ଯାତ୍ରାରେ କୌଣସି ବି ପରିସ୍ଥିତିରେ ଅଶ୍ଲୀଳ ନୃତ୍ୟକୁ ପ୍ରଶୟ ଦିଆଯିବନାହିଁ: ଏକାମ୍ର ବିଧାୟକ
- Pm Kisan: ଚାଷୀଙ୍କ ଅପେକ୍ଷା ଶେଷ! ଏହି ଦିନ ସେମାନଙ୍କ ଆକାଉଣ୍ଟରେ ଜମା ହେବ ୨୦୦୦ ଟଙ୍କା…
Comments are closed.