ଭୁବନେଶ୍ୱର : ଫେବୃଆରୀ ୧୨ରେ ଓଡିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ପୁର୍ବାଂଚଳ ଆଇନ ଶୃଙ୍ଖଳା ଉପରେ ସମୀକ୍ଷା କରିବା ପାଇଁ ଭୁବନେଶ୍ୱର ଆସୁଛନ୍ତି ଶାହ । ଏହା ବ୍ୟତୀତ ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବେ ବୋଲି ବିଜେପିର ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।
BREAKING NEWS
- Earthquake: ଭୂମିକମ୍ପରେ ଥରିଲା ସିକ୍କିମ; ରିକ୍ଟର ସ୍କେଲରେ ଏହାର ତିବ୍ରତା…
- CM Public Grievance: ଫେବୃଆରୀ ୯ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି..
- ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ପୁଣି ବଢିଲା ଆବେଦନ ସମୟସୀମା…
- Maoist Killed: ସୁରକ୍ଷକର୍ମୀଙ୍କ ଗୁଳିଲେ ଟଳିଲା କୁଖ୍ୟାତ ମାଓବାଦୀ ଉଦ୍ଧମ ସିଂ
- ଆରବ ସାଗରରେ ସେନା ମୁତୟନ କଲା ଆମେରିକା, ଇରାନ ସହିତ ପରମାଣୁ ଚୁକ୍ତି ବିଫଳ ହେଲେ ବିନାଶ ଘଟିବ?
- Attack: ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ପରେ ସଂଘର୍ଷ;ଜଣେ ମୃତ, ୨ଗୁରୁତର
- ଛିନତାଇ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଲୁଟେରା ଗିରଫ; ସୁନା ଅଳଙ୍କାର ଜଵତ
- Kuki Groups: ନୂତନ ସରକାର ଗଠନର ଦିନକ ପରେ ପୁଣି ମଣିପୁର ଅଶାନ୍ତ; କୁକି ସଂପ୍ରଦାୟର ଉପମୁଖ୍ୟମନ୍ତ୍ରୀଙ୍କ ବିରୋଧରେ…
- ‘Godaan’ Tax-Free: ହିନ୍ଦୀ ଫିଚର ଫିଲ୍ମ ‘ଗୋଦାନ’ର ପ୍ରିମିୟର ଦେଖିଲେ ମୁଖ୍ୟମନ୍ତ୍ରୀ;କଲେ ‘ଟାକ୍ସ ଫ୍ରି’
- Pre-Budget Consultation: ସମସ୍ତଙ୍କ ମତାମତକୁ ଆଧାର କରି ‘ଲୋକଙ୍କ ବଜେଟ’ ଭାବେ ପ୍ରସ୍ତୁତ କରାଯିବ: ମୁଖ୍ୟମନ୍ତ୍ରୀ
Comments are closed.