ଭୁବନେଶ୍ୱର: ଟ୍ୱିନସିଟିରେ ଆରମ୍ଭ ହେଲା ଦିନିକିଆ ପାସ୍ ବ୍ୟବସ୍ଥା । ଜରୁରୀକାମରେ ବାହାରକୁ ବହାରୁଥିବା ଲୋକଙ୍କ ପାଇଁ ଦିନିକିଆ ପାସ୍ ବ୍ୟବସ୍ଥା କରିଛି କମିଶନରେଟ୍ ପୋଲିସ । ଏଥିପାଇଁ ଏକ ଜରୁରୀକାଳିନ ଷ୍ଟିକର ବ୍ୟବସ୍ଥା କରାଯାଇଛି ।
ଯାତ୍ରୀ ନେଉଥିବା ଗାଡିର ସାମ୍ନା ପଟରେ ଷ୍ଟିକର ଭାବେ ଏହି ପାସକୁ ଲଗାଯାଉଛି । ଫଳରେ ବିନା ବିଧାରେ ସବୁ ଚେକ ପଏଣ୍ଟରେ ଯାତ୍ରୀମାନେ ମୁକ୍ତ ଭାବେ ଚଳାଚଳ କରିପାରିବେ । ଏଥିସହ ନିଜ ଜରୁରୀ କାମ ସାରି ପାରିବେ ।
ଟ୍ୱିନସିଟିର ପ୍ରତି ଛକରେ ବାରମ୍ବାର ଚେକିଂରୁ ଦୂରେଇ ରହିବା ପାଇଁ ଏଭଳି ବ୍ୟବସ୍ଥା ଆପଣାଇଛି ପୋଲିସ କମିଶନର । ଏହି ପାସ ବଳରେ ଆପଣ ଯଦି ଘରୁ ବାହାରୁଛନ୍ତି ତେବେ ଗୋଟିଏ ଦିନର କାମ ଶେଷ ହେବା ଯାଏଁ ଏହି ପାସର ଅବଧି ରହିବ । ତେବେ ଏହି ପାସ୍ ଦେବା ପୂର୍ବରୁ ପୋଲିସ ଯାତ୍ରୀଙ୍କ ଜରୁରୀକାଳିନ ଆବଶ୍ୟକତା ଯାଂଚ କରୁଛି । ବିଶେଷ କରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହି ପାସ୍ ଯୋଗାଇ ଦିଆଯାଉଛି ।
BREAKING NEWS
- India attends UK meet: ହୋର୍ମୁଜ୍ ପାଇଁ ୬୦ରୁ ଅଧିକ ଦେଶ ହେଲେ ଏକତ୍ରିତ:ଭାରତ କହିଲା – ଆମେ ନାବିକମାନଙ୍କୁ ହରାଇଛୁ, ଉତ୍ତେଜନା ହ୍ରାସ ପାଇଁ…
- Nandankanan:ସୃଷ୍ଟି ହେଲା ନୂତନ ରେକର୍ଡ…ନନ୍ଦନକାନନରୁ ୨୬.୩୧ କୋଟିର ରାଜସ୍ୱ ସଂଗ୍ରହ
- Organ Donation: ପ୍ରାଣ ହରେଇବା ପରେ ବି ଅମର ହେଲେ ଚାଷୀ;ପ୍ରଶାସନ ପକ୍ଷରୁ ‘ଗାର୍ଡ ଅଫ ଅନର’ ପ୍ରଦାନ…
- କୋହଲିଙ୍କ ପରେ ରୋହିତଙ୍କୁ ପଛରେ ପକାଇଲେ ପାକିସ୍ତାନର ଏହି ବ୍ୟାଟ୍ସମ୍ୟାନ
- ଧମାକା କଲା ‘ରାମାୟଣ’ର ଟିଜର; ଭାବପ୍ରବଣ ହେଲେ ନିର୍ଦ୍ଦେଶକ କହିଲେ, ୭ ବର୍ଷର କଠିନ ପରିଶ୍ରମ…
- ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ରାଜ୍ୟରେ ସକାଳୁଆ ସ୍କୁଲ ନିର୍ଦ୍ଦେଶ…
- ଆଇପିଏଲ: ୟେଶାଙ୍କୁ ଡେଟ କରୁଛନ୍ତି କି ସମୀର
- Unprecedented action: ରାଜନାଥ ସିଂହଙ୍କ ପାକିସ୍ତାନକୁ କଡା ଚେତାବନୀ; ‘ଅପରେସନ ସିନ୍ଦୂର ଏପର୍ଯ୍ୟନ୍ତ ଶେଷ ହୋଇନାହିଁ,ଦୁଃସାହସ କଲେ…’
- Ganja Seized: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ ଫେରାର
- ଧୋନୀଙ୍କ ପ୍ରଶଂସକଙ୍କ ପାଇଁ ଖୁସୀ ଖବର, ନେଟ୍ସକୁ ଫେରିଲେ କ୍ୟାପଟେନ କୁଲ
Comments are closed.