Latest Odisha News

BREAKING NEWS

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍

ବଲାଙ୍ଗିର: ଭିଜିଲାନ୍ସ ଜାଲରେ ରେଞ୍ଜର । ଆୟ ବହିର୍ଭୂତ ସମ୍ପତ୍ତି ଠୁଅ ଅଭିଯୋଗରେ  ମୁରିବାହାଲ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି । ତାଙ୍କ ନାଁ ରେଞ୍ଜର ପ୍ରଶାନ୍ତ ନାୟକ । ତାଙ୍କ ଟିଟିଲାଗଡ ବାସଭବନ ସମେତ ଏକକାଳୀନ ୩ଟି ସ୍ଥାନରେ ରେଡ୍ ଚାଲିଛି ।

ଟିଟିଲାଗଡ ହାଟପଦା ସ୍ଥିତ ଘରେ, ମୁରିବାହାଲ ରେଞ୍ଜ କାର୍ଯ୍ୟାଳୟ ଓ ବେଲପଦର ଫାର୍ମ ହାଉସରେ ଚଢାଉ ଚାଲିଛି ।

Leave A Reply

Your email address will not be published.