ଭୁବନେଶ୍ୱର: ପ୍ରଶାସନିକ ସ୍ତରରେ ବଡ ଧରଣର ଅଦଳ ବଦଳ ହୋଇଛି । ଆଇଏଏସ୍ ଭିନିଲ କ୍ରିଷ୍ଣାଙ୍କୁ କୋଭିଡ ଦାୟିତ୍ୱ ମିଳିଛି । ସିଏମ୍ଓ କୋଭିଡ ପାରିଚାଳନାର ଓଏସ୍ଡି ହୋଇଛନ୍ତି ଭିନିଲ୍ । ଏଥିସହ ପୂର୍ବଭଳି ଓଏମସି ଏମଡ଼ି ଓ କ୍ରୀଡ଼ା ନିର୍ଦ୍ଦେଶକ ଭାବେ ମଧ୍ୟ ସେ କାର୍ୟ୍ୟ କରିବେ।
ସେହିପରି ଲାଲା ମନୋଜ କୁମାର ରାୟ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟର ଯୁଗ୍ମ ସଚିବ ହୋଇଛନ୍ତି । ଶୁଭ୍ରାଂଶୁ ମିଶ୍ର ହୋଇଛନ୍ତି ସିଏମଓ ଉପ ସଚିବ । ପ୍ରତାପ କୁମାର ବେଉରା କଟକ ଉପଜିଲ୍ଲାପାଳ ହୋଇଛନ୍ତି ।
Comments are closed.