Latest Odisha News

[ଭିଡିଓ] ନଡିଆ ଗଛରେ ଚଢି ସମସ୍ତଙ୍କୁ ଚକମା ଦେଲା ବିରାଟକାୟ ଅଜଗର

ଭୁବନେଶ୍ୱର: ସୋସିଆଲ ମିଡିଆରେ ଅଜଗର ସାପର ଏକ ଭିଡିଓ ବହୁଳମାତ୍ରାରେ ଭାଇରାଲ୍ ହୋଇଛି । ଏହି ଭିଡିଓରେ ଓଜନଦାର ବିରାଟକାୟ ଅଜଗର ସାପଟି କୁଣ୍ଡଳୀ ମାରି ଚଢିବାରେ ଦେଖାଯାଇଛି ।

ଏହି ଭିଡିଓଟି କେବେ ଓ କେଉଁଠୁ ଆସିଛି ତାହା ସ୍ପଷ୍ଟ ହୋଇପାରିନି । ଦକ୍ଷିଣ-ପୂର୍ବ ଏସିଆରେ ଏହି ଘଟଣାଟି ଘଟିଥିବା ଅନୁମାନ କରାଯାଉଛି । ଖାଲି ଆକିରେ ହେଉ ଅବା ଭିଡିଓରେ ଆମେ ଅଜଗର ସାପ ଦେଖିବା କିଛି ବଡ କଥା ନୁହେଁ । ହେଲେ ଅଜଗର ସାପ କୁଣ୍ଡଳି ମାରି ଗଛରେ ଚଢିବା ଭଳି ଦୃଶ୍ୟ ନିଶ୍ଚିତ ଭାବେ ବିରଳ । ଗଛ ଉପରେ ଭାରସାମ୍ୟ ରକ୍ଷା କରିବାକୁ ଯାଇ ସାପଟି କୁଣ୍ଡଳି ମାରି କିଛି ସମୟ ରହିରହି ଚଢିବାରେ ସ୍ପଷ୍ଟ ଦେଖାଯାଇପାରେ ।

Leave A Reply

Your email address will not be published.