Latest Odisha News

BREAKING NEWS

Browsing Tag

Python

ସୁବର୍ଣ୍ଣପୁରରୁ ୮ ଫୁଟ ଲମ୍ବର ଅଜଗର ଉଦ୍ଧାର

ସୁବର୍ଣ୍ଣପୁର: ୮ ଫୁଟ ଲମ୍ବର ଅଜଗର ଉଦ୍ଧାର । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳର ଖେମାଲୋଏ ପଞ୍ଚାୟତ ସମ୍ମୁଖରେ ରାସ୍ତା ପାର ହେଉଥିବା ବେଳେ କିଛି ଲୋକ ଅଜଗର ସାପଟିକୁ ଦେଖିଥିଲେ । ତେବେ ଅଜଗରକୁ ଖେମାଲୋଏ ଗ୍ରାମର ସତ୍ୟଜିତ ଗଡୁଆ ଓ ପ୍ରକାଶ ପଣ୍ଡା ଉଦ୍ଧାର କରିବା ସହ ସ୍ଥାନୀୟ ବନ…

କୁକୁଡ଼ା ଫାର୍ମରେ କୁକୁଡ଼ା ମାରି ଖାଉଥିବା ବେଳେ ଅଜଗର ଉଦ୍ଧାର 

ମୟୂରଭଞ୍ଜ : କପ୍ତିପଦା ବନ ବିଭାଗ ଅଧୀନସ୍ଥ ରାଢୋ ଗାଁରେ ୮ ଫୁଟ ଲମ୍ବର ଏକ ଅଜଗର ସାପ ଉଦ୍ଧାର ହୋଇଛି  । ଜଣେ ବ୍ୟକ୍ତିଙ୍କ କୁକୁଡ଼ା ଫାର୍ମ ହାଉସରେ ବିଶାଳକାୟ ଅଜଗର ସାପ ପଶି ଫାର୍ମରେ ଥିବା କୁକୁଡ଼ାକୁ ଖାଉଥିଲା । ଫାର୍ମରେ ୩ ରୁ ଅଧିକ କୁକୁଡ଼ା ଖାଇଥିବା  ଜଣାପଡ଼ିଛି ।  ମାତ୍ର ଫାର୍ମ…

୧୦ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର

ଯାଜପୁର : ବଡ଼ଚଣା ବ୍ଲକ ଅଧୀନସ୍ଥ ଦର୍ପଣ ପଂଚାୟତ କୋଲସାହି ଅଂଚଳରୁ ଅଜଗର ସାପ ଉଦ୍ଧାର। ନିକଟସ୍ଥ ଜଙ୍ଗଲରୁ ଏହି ଅଜଗର ସାପଟି ଗାଁ ଅଭିମୁଖେ ଚାଲି ଆସିଥିବା ବେଳେ ଅଜଗର ସାପଟିକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ଏ ନେଇ ସ୍ଥାନୀୟ ଲୋକେ ଚଣ୍ଡିଖୋଲ ବନ ବିଭାଗକୁ ଜଣାଇଥିଲେ। ଘଟଣା…

ନିଶ୍ଚେତକ ନଦେଇ ଆହତ ଅଜଗର ସାପର ହେଲା ସିଟି ସ୍କାନ୍

ଭୁବନେଶ୍ୱର: ବିଶ୍ୱର ବିଭିନ୍ନ ସ୍ଥାନରେ ନିଶ୍ଚେତକ ଦିଆଯାଇ ସିଟି ସ୍କାନ୍ ହୋଇଥାଏ । କିନ୍ତୁ ଆହତ ଅଜଗରକୁ ଆନେସ୍ଥସିଆ ନଦେଇ ଦେଢ଼ଘଣ୍ଟା କାଳ ସିଟି ସ୍କାନ୍ କରାଯାଇଛି । ଓୟୁଏଟି ଭେଟରିନାରୀ କଲେଜ ସର୍ଜରୀ ଓ ରେଡିଓଲୋଜି ବିଭାଗ ପ୍ରଫେସର ଡାକ୍ତର ଇନ୍ଦ୍ରମଣି ନାଥଙ୍କ ନେତୃତ୍ୱରେ ମଡର୍ନ ହେଲଥ…

୮ ଫୁଟର ଅଜଗର ସାପ ଉଦ୍ଧାର

ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ହିଞ୍ଜଳାପଲ୍ଲୀରୁ ଏକ ୮ ଫୁଟର ଅଜଗର ସାପକୁ ଉଦ୍ଧାର କରିଛନ୍ତି ସ୍ନେକ୍ ହେଲ୍ପ ଲାଇନର କର୍ମକର୍ତ୍ତା । ମଙ୍ଗଳବାର ବିଳମ୍ବିତ ରାତିରେ ବ୍ରହ୍ମପୁର ବନାଞ୍ଚଳ ହିଞ୍ଜଳାପଲ୍ଲୀ ବାଉରି ସାହିର ଏକ ପରିତ୍ୟକ୍ତ ଘର ନିକଟରୁ ସାହି ମଧ୍ୟକୁ ଏକ ଅଜଗର ସାପ ପଶି…

ଅଜଗର ଖାଇଥିଲା ୩ ଫୁଟରୁ ଛୋଟ ପ୍ରାଣୀ, ମଣିଷ ଗିଳି ନାହିଁ !

କଟକ ଜିଲ୍ଲା ବାଙ୍କୀ ସବ ଡିଭିଜନ ଡମପଡ଼ା ଅଭୟାରଣ୍ୟ ଭିତରେ ଜଣେ ବୃଦ୍ଧଙ୍କୁ ଏକ ଅଜଗର ସାପ ଗିଳି ଦେଇଥିବା ଖବର ଭାଇରାଲକୁ ୯ ଦିନ ବିତିଲାଣି । ନିଖୋଜ ବ୍ୟକ୍ତି ଜଣଙ୍କ ହେଲେ କଟକ ଜିଲ୍ଲା ସାନ ମୁଣ୍ଡଳି ଗାଁର ନନ୍ଦ କିଶୋର ବେହେରା । ସେ ଗତ ଅଗଷ୍ଟ ୨୮ରେ ଡମପଡ଼ା ଅଭୟାରଣ୍ୟ ଭିତରକୁ ଲୁଗା…

[ଭିଡିଓ] ନଡିଆ ଗଛରେ ଚଢି ସମସ୍ତଙ୍କୁ ଚକମା ଦେଲା ବିରାଟକାୟ ଅଜଗର

ଭୁବନେଶ୍ୱର: ସୋସିଆଲ ମିଡିଆରେ ଅଜଗର ସାପର ଏକ ଭିଡିଓ ବହୁଳମାତ୍ରାରେ ଭାଇରାଲ୍ ହୋଇଛି । ଏହି ଭିଡିଓରେ ଓଜନଦାର ବିରାଟକାୟ ଅଜଗର ସାପଟି କୁଣ୍ଡଳୀ ମାରି ଚଢିବାରେ ଦେଖାଯାଇଛି । ଏହି ଭିଡିଓଟି କେବେ ଓ କେଉଁଠୁ ଆସିଛି ତାହା ସ୍ପଷ୍ଟ ହୋଇପାରିନି । ଦକ୍ଷିଣ-ପୂର୍ବ ଏସିଆରେ ଏହି ଘଟଣାଟି…

୧୧ ଫୁଟର ଅଜଗର ଉଦ୍ଧାର

ମୟୂରଭଞ୍ଜ : ଉଦ୍ଧାର ହେଲା ବିରାଟକାୟ ଅଜଗର।୧୧ ଫୁଟ ଲମ୍ବର ଅଜଗର ସାପକୁ  ବାଙ୍ଗିରିପୋଷୀ ବନ ବିଭାଗ ଉଦ୍ଧାର କରିଛି । ସାପଟିର ଓଜନ ପ୍ରାୟ ୧୪ କେଜି ୫ଶହ ଗ୍ରାମ ହେବ ବୋଲି ବନ ବିଭାଗ କହିଛି । ବାଙ୍ଗିରିପୋଷି ବନାଞ୍ଚଳ ଅନ୍ତର୍ଗତ ବଣକାଟି ପଞ୍ଚାୟତର କଣ୍ଟପାଳ ଗାଁର ଏକ ଧାନ ବିଲରୁ ସାପଟିକୁ…

ଉଦ୍ଧାର ହେଲା ୮ ଫୁଟ୍ ଲମ୍ବର ଅଜଗର ସାପ

ମାଲକାନଗିରି: ଚିତ୍ରକୋଣ୍ଡା ବ୍ୟାଙ୍କ କଲୋନୀରୁ ଉଦ୍ଧାର ହେଲା ବିରାଟକାୟ ଅଜଗର ସାପ । ସ୍ଥାନୀୟ ବାସିନ୍ଦା ରବି ପତଙ୍ଗଙ୍କ ଘର ପଛପଟୁ ଏକ ୮ ଫୁଟ୍ ଲମ୍ବର ଅଜଗର ସାପ ଉଦ୍ଧାର ହୋଇଛି । ପରବର୍ତ୍ତୀ ସମୟରେ ସାପଟିକୁ ଉଦ୍ଧାର କରାଯାଇଥିବା ସୂଚନା । ଆଜି ସକାଳୁ ରବି ପତଙ୍ଗଙ୍କ ପରିବାର ଲୋକେ…

ଅଜଗର ସାପର ଅସ୍ତ୍ରୋପଚାର

ଭୁବନେଶ୍ୱର: ଅଜଗର ସାପର ହେଲା ଅସ୍ତ୍ରୋପଚାର । ସାପର ହେଲା ସିଟି ସ୍କାନ । ଆନନ୍ଦପୁରରୁ ଉଦ୍ଧାର ହୋଇଥିବା ଏକ ଅଜଗର ସାପର ଓୟୁଏଟିରେ ଅସ୍ତ୍ରୋପଚାର କରାଯାଇଛି । ଏଥିସହ ସାପଟିର ସିଟି ସ୍କାନ ମଧ୍ୟ କରାଯାଇଛି । ସାପଟିର ଦେହରେ ବିଭିନ୍ନ ସ୍ଥାନରେ କ୍ଷତ ଓ ମୁଣ୍ଡରେ ଆଘାତ ଲାଗିଥିବା ଯୋଗୁଁ…